Home Breaking News ରାଇକିଆ ବନ ବିଭାଗରେ ଜଂରେ ୭୨ତମ ବନ ମହୋତ୍ସବ ଅବସରରେ ବ୍ୟାପକ ବୃକ୍ଷରୋପଣ

ରାଇକିଆ ବନ ବିଭାଗରେ ଜଂରେ ୭୨ତମ ବନ ମହୋତ୍ସବ ଅବସରରେ ବ୍ୟାପକ ବୃକ୍ଷରୋପଣ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ/ ରଜତ ନାୟକ): ଫୁଲବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ରାଇକିଆ ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।
ଏହି ଅବସରରେ ରେ ଜଂଅଧିନ ଲଣ୍ଡିକିଆ ଓ ବକଡ଼ମାହା ବନ ସଂରକ୍ଷଣ ସମିତି ଅଧୀନରେ ଥିବା ଜଙ୍ଗଲ ଓ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ରେ ବିଭିନ୍ନ କିସମର ବୃକ୍ଷ ସବୁ ରୋପଣ କରାଯାଇଥିଲା।
ଏହି ଅବସରରେ ରେ ଜଂ ଅଫିସର ସୁନୀଲ କୁମାର ସାହୁ ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବନ ସୁରକ୍ଷା ସମିତି ସଦସ୍ୟ, ଗ୍ରାମବାସୀ, ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ କୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଥିଲେ ।
ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନମ6ହ।ତ୍ସବ କାର୍ଯ୍ୟକ୍ରମ ଅବସରରେ ରେ ଜଂ ଅଧିନରେ ବିଭିନ୍ନ ଗ୍ରାମ ।ଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯିବ ବୋଲି ରାଇକିଆ ରେ ଜଂର ସୁନୀଲ କୁମାର ସାହୁ କହିଛନ୍ତି ।
ବିଶେଷକରି ସଂପୃକ୍ତ ରେଞ୍ଜ ଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ରେଜଂଅଧିନରେ ପୁର୍ବ । ପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି।
ଏଥିରେ ଯୁବ ରେ ଜଂର ସୁନୀଲ ସାହୁ ,ବନ ପାଳ ଓ ବନରକ୍ଷୀ ପ୍ରମୁଖ ଙ୍କ ନିଷ୍ଠା ଓ ଆନ୍ତରୀକତା ସାଙ୍ଗକୁ କାର୍ଯ୍ୟଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ମଧ୍ୟ ସୁରକ୍ଷା ହୋଇପାରିଥିବାଜଣାପଡିଛି ।

related posts

1 comment

Deepak Kumar majhi July 3, 2021 - 3:46 pm

👍

Reply

Leave a Comment