Home Breaking News / ତାଜା ଖବର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ କୋରୋନା ସଚେତନତା ବାର୍ତ୍ତା

ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ କୋରୋନା ସଚେତନତା ବାର୍ତ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଚାଟିକଣା ଗ୍ରାମ ପଞ୍ଚାୟତର ଲୋକଙ୍କୁ ସଚେତନତା କରାଉଛନ୍ତି । ଦୀର୍ଘ ଏକ ବର୍ଷ ବତି ଗଲେ ମଧ୍ୟ କୋରୋନା ମହାମାରୀ ନେଇ ଆଶା ଓ ଅଙ୍ଗନବାଡି ର୍କମି ମାନେ ଏକ ଅଟୋ ରିକ୍ସାରେ ବୁଲି ଲୋକଙ୍କ ସଚେତନତା କରୁଛନ୍ତି। ଅନ୍ନପୂଣ୍ନା ସାମଲ,ସବିତା ବଞ୍ଚର ,ଓ ବାସନ୍ତୀ ବଞ୍ଚର, ଏମାନେ ରାସ୍ତାରେ ବୁଲି ବୁଲି ସଚେତନତା କରାଓ ଛନ୍ତି କିନ୍ତୁ କୋରୋନା ମହାମାରୀ ସମୟରେ ଲୋକମାନେ ଯେଉଁ ପ୍ରଥମ ଟିକା ନେଉଛନ୍ତି ଦୁତୀୟ ଟିକା ନେବା ପାଇଁ ମନା କରୁଛନ୍ତି ବୋଲି ଆଶା କର୍ମୀ ସୁଚାଇ ଦେଇଛନ୍ତି ତେଣୁ ସମସ୍ତ ମାଁ ଭଉଣୀ ମାନେ ଖୁସିର ଟିକା ନିଅନ୍ତୁ ଓ ସଚେତନତା ଦୂରତା ରୁହନ୍ତୁ ଓ ସୁରକ୍ଷିତ ହୁଅନ୍ତୁ ମାସ୍କ ପିନ୍ଧନ୍ତୁ ଆସା ଓ ଅଙ୍ଗନବାଡି କର୍ମୀ ମାନେ ଆହ୍ବାନ ଦେଇଛନ୍ତି। ଅତି ଆବଶ୍ୟକ ନଥିଲେ ବାହାରକୁ ନ ଯିବା ଓ ବାହାରକୁ ଗଲେ ଦୂରତା ପାଳନ, ଓ ହାତକୁ ସବୁନରେ ଧୋଇବା ଇତ୍ୟାଦି ବିଷୟରେ ବୁଝାଇଥିଲେ। ତାଙ୍କ ସାଥିରେ ସହଯୋଗ କରୁଥିବା ଭାଇ ଜଣକ ହେଲେ ପ୍ରମୋଦ କୁମାର ଦାଶ।

related posts

1 comment

Deepak Kumar majhi July 3, 2021 - 4:25 pm

👍

Reply

Leave a Comment