Home Breaking News / ତାଜା ଖବର ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସୁନାପୁର ପଂଚାୟତ ର ବାଗବାହା ଲ ଗ୍ରାମର ଘାଟି ପଡା ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ବେଣୁଧର ହାତୀ ଙ୍କର ସ୍ତ୍ରୀ ଫଗନି ହାତୀ (25)ଆଜି ରାତ୍ରିରେ ବେକରେ ଦଉଡି ଲଗାଇ ଘର ଭିତରେ ଆତ୍ମହତ୍ୟା କରିଛି, ବୋଡେ଼ନ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦପାଇଁ ବୋଡେ଼ନ ପଠାଇ ଛନ୍ତି,l ପାରିବାରିକ କଳହ ରୁ ମହିଲା ଜଣକ ଏପରି ପଦକ୍ଷେପ ନେଇ ଥିବା ଅନୁମାନ କରାଯାଉଛି ଲ

related posts

1 comment

Deepak Kumar majhi July 3, 2021 - 8:56 am

👍

Reply

Leave a Comment