Home Breaking News / ତାଜା ଖବର ମହାମାରୀ ବେଳେ ମହଙ୍ଗା ମାଡ଼: ରାଇକିଆରେ ପେଟ୍ରୋଲ ଶତକ ପାର

ମହାମାରୀ ବେଳେ ମହଙ୍ଗା ମାଡ଼: ରାଇକିଆରେ ପେଟ୍ରୋଲ ଶତକ ପାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଦେଶବାସୀ ଏବେ ମହାମାରୀ କରୋନା ସହ ଲଢେ଼ଇ କରୁଥିବାବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପାଉଥିବା ଆହୁରି ଅନେକ ଜିନିଷର ଦାମରେ ବୃଦ୍ଧି ଘଟିଛି। ଯାହା ଲୋକଙ୍କ ଖର୍ଚ୍ଚ ବଢାଇ ଦେଇଛି। ଖାଇବା ତେଲ ହେଉ ଅବା ଅତ୍ୟାବଶ୍ୟକ ଜିନିଷ ପତ୍ର ଏପରିକି ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଦାମ ଏବେ ମହଙ୍ଗା ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ଥିବା ପେଟ୍ରୋଲ ପମ୍ପ ରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୧୦୪.୫୯ ଟଙ୍କା ବୃଦ୍ଧି ହୋଇ ଶତକ ପାର କରିଥିବାବେଳେ ଡିଜେଲ ଦର ଲିଟର ପିଛା ୯୯.୦୫ ରେ ବିକ୍ରି ହୋଇଥିବା ବେଳେ ଶତକକୁ ଅପେକ୍ଷା କରିଛି।
ଏହି ଦରଦାମ ବୃଦ୍ଧି ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କୁହନ୍ତି ଲୋକେ। ମହାମାରୀ ବିପତ୍ତି ସମସ୍ତଙ୍କୁ କଲବଲ କଲାବେଳେ ଏହି ମହଙ୍ଗା ମାଡ଼ରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି ସାଧାରଣ ଲୋକେ।

related posts

1 comment

Deepak Kumar majhi July 3, 2021 - 8:55 am

👍

Reply

Leave a Comment