Home Breaking News / ତାଜା ଖବର ଜାମ୍ମୁର ଆରନିଆ ଅଂଚଳରେ ଉଡିଲା ପାକିସ୍ତାନୀ ଡ୍ରୋନ, ଗୁଳି କରି ତଡି ଦେଲେ ଯବାନ

ଜାମ୍ମୁର ଆରନିଆ ଅଂଚଳରେ ଉଡିଲା ପାକିସ୍ତାନୀ ଡ୍ରୋନ, ଗୁଳି କରି ତଡି ଦେଲେ ଯବାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁକାଶ୍ମୀର ଆରନିଆ ସେକ୍ଟର ଅଂଚଳରେ ଆଜି ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ୍ । ଆରନିଆ ଅଂଚଳରେ ଏଲଓସି ନିକଟରେ ଡ୍ରୋନ୍ ଟି ଭୋର ସମୟରେ ଉଡୁଥିବାର ପ୍ରଥମେ ବିଏସଏଫ ଯବାନ ଦେଖିବାକୁ ପାଇଥିଲେ । ତେବେ ଏହା ସୀମା ଅତିକ୍ରମ କରିନଥିଲା । ଏହା କେବଳ ଭାରତୀୟ ସୀମର ନିକଟବର୍ତି ଅଂଚଳରେ ଉଡୁଥିଲା । ବିଏସଏଫ ଯବାନ ଗୁଳି କରିବା ପରେ ଏହା ଫେରି ଯାଇଥିଲା । ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ , ପାକିସ୍ତାନ ଏପରି ଡ୍ରୋନ୍ ବ୍ୟବହାର କରି ବର୍ତମାନ ଭାରତୀୟ ସୀମାରେ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବାକୁ ଉଦ୍ୟମ କରୁଛି ।

related posts

1 comment

Deepak Kumar majhi July 3, 2021 - 8:50 am

👍

Reply

Leave a Comment