Home Breaking News / ତାଜା ଖବର ଅସ୍ଥାୟୀ ଅଧସ୍ତନ ଜିଲ୍ଲା ଓ ଦୈରା ଅଦାଲତ

ଅସ୍ଥାୟୀ ଅଧସ୍ତନ ଜିଲ୍ଲା ଓ ଦୈରା ଅଦାଲତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ସିଭିଲ କୋର୍ଟ ପରିସର ମଧ୍ୟରେ ଓଡିଶା ବଡ଼ ନ୍ୟାୟଳୟ ମୁଖ୍ୟ ବିଚାରପତି ମାନ୍ୟବର ଡ଼ା. ଏସ.ମୁରଲୀଧରଙ୍କର କର କମଳରେ ଭିଡିଓ କନଫେରେସିଂ ମାଧ୍ୟମରେ ମହାମାରୀ କୋଭିଡ-୧୯ ଅଧି ସୂଚନା ଆଇନିକୁ କଡା କଡୀ ଭାବରେ ପାଳନ କରି AD-HOC ADDITTIONAL.DISTRICT AND SESSIONS COURT ( FAST TRACK SPECIAL COURT)(to deal with the cases under pocso Act and rape cases) ଉଦଘାଟନ କଲେ । ଉଦଘାଟନ ସମୟରେ ମାନ୍ୟବର ଜିଲ୍ଲା ଓ ଦୈରାଜର୍ଜ୍ ଶ୍ରୀଯୁକ୍ତ ମଳୟ ରଞ୍ଜନ ଦାସ, ଜିଲ୍ଲାପାଳ ଶ୍ରୀଯୁକ୍ତ ସରଜ କୁମାର ମିଶ୍ର,ଜିଲ୍ଲା ଆରକ୍ଷୀ ଅଧକ୍ଷୀକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା,ADI ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର,ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ,ସ୍ଥାୟୀ ଲୋକ ଅଦାଲତ ଚେୟାର ପର୍ଶନ ଶ୍ରୀ ହିମାଂଶୁ ଶେଖର ବର୍ମା ଓ ଅଧିନସ୍ଥ ବିଚାରଲୟ ସମସ୍ତ ଅଧିକାରୀ ସିଭିଲ କୋର୍ଟ ରେଜିଷ୍ଟାର ର ଶ୍ରୀମତି ପ୍ରତିମା ପତ୍ର,C.G.M.ଶ୍ରୀ ମନୋରଞ୍ଜନ ଦାସ,ତଥା ଓକିଲ ସଂଘର ସଭାପତି ଶ୍ରୀ ଭ,V, S, ରାଜୁ,ସମ୍ପାଦକ ଶ୍ରୀ ଜଗନ୍ନାଥ ଦୋରା,ଓ ଅନ୍ୟାନ୍ୟ ଆଇନିଜିବି ଉପସ୍ଥିତ ଥିଲେ । ଉକ୍ତ ଅଦାଲତ ପାଇଁ ବିଚାରପତି ଭାବେ ଶ୍ରୀ ଗଣେଶ୍ୱର ପତି,Ad-Hoc,Adddl-Dist- & sessions judge( Fast Track special Court)ଭାବେ ଯୋଗଦାନ କଲେ ।

related posts

1 comment

Deepak Kumar majhi July 3, 2021 - 8:56 am

👍

Reply

Leave a Comment