Home Breaking News / ତାଜା ଖବର ବଡ଼ମ୍ବା-ନରସିଂହପୁରରେ ୨୧ କୋଭିଡ ପଜିଟିଭ

ବଡ଼ମ୍ବା-ନରସିଂହପୁରରେ ୨୧ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ବଡ଼ମ୍ବା- ନରସିଂହପୁର ରେ ଯଥାକ୍ରମେ ୧୨ ଓ ୯ ଜଣ ସର୍ବମୋଟ ୨୧ ଜଣ କୋଭିଡ ପଜିଟିଭ ଟେଷ୍ଟିଂରେ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବା ଅଞ୍ଚଳର ବଡ଼ମ୍ବାଗଡ଼ରୁ ୬ ଜଣ , କୃଷ୍ଣଚନ୍ଦ୍ରପୁରରୁ ୨ଜଣ , ଝାଜିଆ , ବୃନ୍ଦାବନପୁର, ତୁଣପୁର ଓ ସନ୍ତରାବଳୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ର କୋକୋଳବାରୁ ୪ଜଣ , କାଞ୍ଜିଆପଦାରୁ ୩ଜଣ , ଦେବଭୂଇଁ ଓ ନିଜିଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।୯ଜଣରୁ ୭ ଜଣ ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ।

related posts

1 comment

Deepak Kumar majhi July 3, 2021 - 8:59 am

👍

Reply

Leave a Comment