Home Breaking News / ତାଜା ଖବର ଫୁଲବାଣୀରେ ୨ଜିଲ୍ଲାରେ ୨୫ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରେ ୨ଜିଲ୍ଲାରେ ୨୫ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ଗୁରବାର ମୋଟ ୨୫ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୨ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥି ମଧ୍ୟରୁ ଫୁଲବାଣୀ ସହରର ରୁଜାଙ୍ଗି ସାହି, ଓ ଉପଜିଲ।ପାଳଙ୍କ ଅଫିସ୍ର ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର , ଚକାପାଦ ୧ବାଲିଗୁଡା ୩,,ଦାରିଙ୍ଗବାଡି ୮,କନୁଆଗାଁ ୧,କୋଟଗଡ଼ ୪, ଫିରିଙ୍ଗି ଆ୨, ରାଇକିଆ ୧, ଟିକାବାଲି ୧, ତୁମୁଡିବନ୍ଧ ବ୍ଲକ ରୁ ୨ଜଣ ଲେଖାଏ କରେ । ନା ପଜିଟିଭହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ୧୦,୭୭୫.ଜଣ କରେନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୪୪୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୨୮୩ଜଣ ରୋଗୀ ଏବେ ସଦର ମହକୁମାକୋଭିଡ଼ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନସିସିସିରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାଏ ୪୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 3, 2021 - 8:57 am

👍

Reply

Leave a Comment