Home Breaking News / ତାଜା ଖବର ୭୨ତମ ବନମହୋତ୍ସବ ଅବସରରେ ବୃକ୍ଷରୋପଣ

୭୨ତମ ବନମହୋତ୍ସବ ଅବସରରେ ବୃକ୍ଷରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ଫୁଲବାଣୀ ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ଅବସରରେ ଶୁକ୍ରବାର ସ୍ଥାନୀୟ ପବ୍ଲିକ ସ୍କୁଲ ଓ ଅଗ୍ନି ଶ୍ରମ ବିଭାଗ ପରିସରେ ବୃକ୍ଷ ରୋପଣ କରାଯାଇ ଥିଲା।
ଏହି ଅବସରରେ ରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।
ଏହି ଅବସରରେ ରେ ଜଂ ଅଫିସର ସଚିଦାନନ୍ଦ ସେଠି ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମରେ ପବ୍ଲିକ ସ୍କୁଲ ଶିକ୍ଷକ ଓ ଅଗ୍ନି ଶ୍ରମ ବିଭାଗ ର ଅଧିକାରି ଓ କର୍ମଚାରୀମାନେ ଉପସ୍ଥିତ ରହିନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ପ୍ରବୀଣ ମହାଙ୍କୁ ଡଫରେଷ୍ଟ ଗାର୍ଡ ପ୍ରେମାନନ୍ଦ ପାତ୍ର, , ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ କୃକ୍ଷରୋପଣ କରିବାଲାଗି ପରାମର୍ଶ ନେଇଥିଲେ ।
ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନମ6ହ।ତ୍ସବ କାର୍ଯ୍ୟକ୍ରମ ଅବସରରେ ଫୁଲ ବାଣି ରେ ଜଂ ଅଧିନରେ ବିଭିନ୍ନ ଗ୍ରାମ ।ଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯିବ ବୋଲି ରେ ଜଂର ସେଠି କହିଛନ୍ତି ।
ବିଶେଷକରି ସଂପୃକ୍ତ ରେଞ୍ଜ ଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ରେଜଂଅଧିନରେ ପୁର୍ବ । ପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି।
ଏଥିରେ ଯୁବ ରେ ଜଂର ସଚିଦାନନ୍ଦ ସେଠି ଓ ବନ କର୍ମଚାରୀପ୍ରମୁଖଙ୍କ ନିଷ୍ଠା ଓ ଆନ୍ତରୀକତା ସାଙ୍ଗକୁ କାର୍ଯ୍ୟଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ମଧ୍ୟ ସୁରକ୍ଷା ହୋଇପାରିଥିବାଜଣାପଡିଛି।

related posts

1 comment

Deepak Kumar majhi July 3, 2021 - 8:39 am

👍

Reply

Leave a Comment