Home Breaking News / ତାଜା ଖବର ଭାରତରେ ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ମିଳିଲାନି ଅନୁମତି

ଭାରତରେ ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ମିଳିଲାନି ଅନୁମତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍ ଲାଇଟ୍‌’ର ତୃତୀୟ ପର‌୍ୟ୍ୟାୟ ପରୀକ୍ଷା ଲାଗି ବିଶେଷଜ୍ଞ କମିଟି ‘ଡକ୍ଟର୍ ରେଡ୍ଡୀସ୍ ଲାବ୍ରଟରିଜ୍‌’କୁ ଅନୁମତି ଦେବାକୁ ମନା କରି ଦେଇଛି।
ଭାରତରେ ଉକ୍ତ ଟିକା ପରୀକ୍ଷା ପାଇଁ ‘ଡକ୍ଟର୍ ରେଡ୍ଡୀସ୍‌’ କରିଥିବା ଆବେଦନ ପତ୍ର ଉପରେ ସରକାରଙ୍କଦ୍ବାରା ଗଠିତ ‘ସବ୍‌ଜେକ୍ଟ୍ ଏକ୍ସପର୍ଟ କମିଟି’ ଆଲୋଚନା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ‘ସ୍ପୁଟ୍‌ନିକ୍ ଲାଇଟ୍‌’ ଟିକାର ଚୂଡ଼ାନ୍ତ ପରୀକ୍ଷା ପାଇଁ ଉପରୋକ୍ତ କମିଟି କମ୍ପାନିକୁ ମଞ୍ଜୁରି ଦେବାକୁ ଅଗ୍ରାହ୍ୟ କରି ଦେଇଛି।
ସ୍ପୁଟନିକ ଲାଇଟ ହେଉଛି ଋଷିଆ ଟିକାର ଏକକ ଡୋଜ୍ । ଏହାକୁ ଭାରତରେ ବ୍ୟବହାର ପାଇଁ ଆଣିବାକୁ ଡକ୍ଟର ରେଡି ଲ୍ୟାବ୍ ଉଦ୍ୟମ କରୁଥିଲେ । ତେବେ ତାହାକୁ ଅନୁମତି ମିଳିନାହିଁ।

related posts

1 comment

Deepak Kumar majhi July 1, 2021 - 1:32 pm

👍

Reply

Leave a Comment