Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୩୪ କୋଭିଡ ପଜିଟିଭ

ଆଜି ବଡମ୍ବା-ନରସିଂହପୁରରେ ୩୪ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ବଡମ୍ବା-ନରସିଂହପୁରରେ ୩୪ କୋଭିଡ ପଜିଟିଭ ଚିହ୍ନଟ. ବଡମ୍ବାରେ ୧୧ଜଣ କୋଭିଡ ପଜିଟିଭ ଚିହ୍ନଟ ହେଲାବେଳେ ନରସିଂହପୁରରେ ୨୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡ଼ମ୍ବାରେ ରତାପାଟ, ଡମଣଗାଡ଼ିଆ, ତୁଳସୀପୁର ରୁ ୨ଜଣ ଲେଖାଏଁ , ଗୋପୀନାଥପୁର , ମାଣିଆବନ୍ଧ, ତାଳମୁଣ୍ଡଳୀ, ଚମ୍ପେଶ୍ୱର, ପରଜାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର CHC ରୁ ୧୮ ଜଣ, କାନପୁର CHC ରୁ ୨ଜଣ, ରେଗେଡା ଓ ବସନ୍ତପୁର କଣ୍ଟେନମେଣ୍ଟ ଜୋନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ନୁଖାପଡାରେ ଜଣେ ବ୍ୟକ୍ତିଙ୍କୁ କୋଭିଡ କେୟାର ସେଣ୍ଟର ରୁ South point କୋଭିଡ ହସ୍ପିଟାଲକୁ ଅଧିକ ଚିକତ୍ସା ପାଇଁ ପଠାଯାଇଛି ।

related posts

1 comment

Deepak Kumar majhi July 1, 2021 - 5:27 pm

👍

Reply

Leave a Comment