Home Breaking News / ତାଜା ଖବର ଜାଣନ୍ତୁ ରାତିରେ ଗଛତଳେ ଶୋଇବା ମନା କାହିଁକି ?

ଜାଣନ୍ତୁ ରାତିରେ ଗଛତଳେ ଶୋଇବା ମନା କାହିଁକି ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାତିରେ ଗଛ ତଳେ ଶୋଇବାକୁ ଦୁଇଟି କାରଣରୁ ମନା କରାଯାଇଛି। ଗୋଟିଏ କାରଣ ହେଉଛି, ରାତିରେ ଗଛରେ ଥିବା ଚଢେଇ ଓ ସେମାନଙ୍କ ଅଣ୍ଡା ଖାଇବା ପାଇଁ ସାପ ଗଛରେ ଚଢ଼େ। ସାପ କାମୁଡ଼ିବାର ଭୟ ଥାଏ। ଦ୍ଵିତୀୟ କାରଣ ହେଉଛି, ରାତିରେ ଗଛତଳ ବାୟୁରେ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ଥାଏ। କାରଣ ରାତିରେ ଗଛ ତା’ର ଶ୍ଵାସକ୍ରିୟା ସମ୍ପାଦନ କରିବା ସମୟରେ ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଅଙ୍ଗାରକାମ୍ଳ ବାଷ୍ପ ତ୍ୟାଗ କରେ। ଏହି ବାୟୁ ମଣିଷର ଶ୍ଵାସକ୍ରିୟା ପାଇଁ ଅନୁପଯୁକ୍ତ। ତେଣୁ ରାତିରେ ଗଛମୂଳେ ଶୋଇବାକୁ ମାନା କରାଯାଇଛି।

related posts

1 comment

Deepak Kumar majhi July 1, 2021 - 5:23 pm

👍

Reply

Leave a Comment