Home Breaking News / ତାଜା ଖବର କୋଭିଡ଼ ସଂକ୍ରମିତ ମହିଳା ଓ ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

କୋଭିଡ଼ ସଂକ୍ରମିତ ମହିଳା ଓ ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରୋନା ମହାମାରୀର ଦ୍ଵିତୀୟ ଲହର ଯୋଗୁ ସରକାର ଲକ୍ ଡାଉନ ଜାରୀ ରଖିଛନ୍ତି ଲୋକଙ୍କ ଜୀବନଜିବିକାଯାଇଛି। ଏପରି ସ୍ଥିତିରେ ପୁଣି କୋରନା ପଜିଟିଭ ର ଆକ୍ରାନ୍ତ ହୋଇଥିବା ଏକାକୀ ମହିଳା ଓ ଅନାଥ ଶିଶୁମାନଙ୍କୁ ସହାୟତାର ହାତ ବଢାଇଛି ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜାଗୃତୀ ଓ ଅନ୍ତରଙ୍ଗ ସଂଗଠନ, I ଏକ୍ସ ନ ଏଡ଼ସହାୟତାରେ ଏହି ଦୁଇ ସଂଗଠନ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିବ୍ଲକର ବୁରାଙ୍ଗିଆ ବୁଦେଲପଡି, ଗୋଟା ପଙ୍ଗା ଝାର ମୁଣ୍ଡା, ଓ କିରି କୁଟି, ଅଞ୍ଚଳର ପ୍ରାୟ ୧୭ଜଣ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।
ଫଳରେ ଗ୍ରାମବାସୀ ଏହି ଦୁଇ ସଂଗଠନର କର୍ମକର୍ତାମାନଙ୍କୁ ସାଧୁବାଦ ଜଣାଇ ଛନ୍ତି। ଏହା ବ୍ୟତିତ ଏ ସବୁ ଅଞ୍ଚଳରେ କରେ। ନା ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ମାସ୍କଓସାନି ଟାଇ ଜର ମଧ୍ୟ ପୂର୍ବରୁ ପ୍ରଦାନ କରିଥିଲେ। ଦାରିଙ୍ଗବାଡି ଅଞ୍ଚଳରେ କରେ । ନା ସଂକ୍ରମଣ ହାର ରୋକିବା ଦିଗରେ ଜାଗୃତି ଓ ଅନ୍ତରଙ୍ଗ ଯୁବ ସଂଗଠନର କାର୍ଯ୍ୟ ପ୍ରସ ସଂନୀୟ।

related posts

1 comment

Deepak Kumar majhi July 1, 2021 - 1:33 pm

👍

Reply

Leave a Comment