Home Breaking News / ତାଜା ଖବର ଫୁଲବାଣୀରେ ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଉଦଘାଟିତ

ଫୁଲବାଣୀରେ ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଗୁରୁବାର ଫୁଲବାଣୀ ଠାରେ ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟ ଫୁଲବାଣୀ ଜିଲ୍ଲା କୋର୍ଟ ପରିସର ମଧ୍ୟରେ ରେ ଉଦଘାଟିତ ହୋଇଯାଇଛି ।
ଏହି ନୂତନ ସ୍ଵତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟକୁ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଏସ୍ . ମୁରଲୀଧର ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଉଦଘାଟନ କରିଥିଲେ।ଏହି କୋର୍ଟ ପ୍ରତିଷ୍ଠା କରିବାର ମୁଖ୍ୟ ଲକ୍ଷ୍ୟ ଓଉଦେଶ୍ୟ ହେଲା ଜିଲ୍ଲାରେ ବିଚାର ନ ହୋଇ ବର୍ଷ ବର୍ଷ ଧରି ରହିଥିବା ପୋକସ କେଶ ର ତୁରନ୍ତ ଫୈସଲl ହୋଇପାରିବ । ଯାହା ଦ୍ୱାରା ପିଡିତ। ମାନେ ଶୀଘ୍ର ନ୍ୟାୟ ପାଇପାରିବେ ।
ଆଜି ରାଜ୍ୟ 6ର 21 ଟି ଜିଲ୍ଲାର ସଦର ମହକୁମାରେ ଏହି କୋର୍ଟ ର ଶୁଭାରମ୍ଭ ହୋଇଥିବା କଥା ଜିଲ୍ଲା ବାର ଏସୋସିଏସନର ସଭାପତି ସିଦ୍ଧେଶ୍ଵର ଦାସ ଓ ସଂପାଦକ ଅଜିତ ପଟନାୟକ କହିଛନ୍ତି । ଏହିଉଦଘାଟନୀ ଉତ୍ସବରେ ବହୁ ଆଇନଜିବୀ .ବିଚାରପତି ମାନେ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 1, 2021 - 1:31 pm

👍

Reply

Leave a Comment