Home Breaking News / ତାଜା ଖବର ବିନିକା ବନାଞ୍ଚଚଳ ପକ୍ଷରୁ ୭୨ ତମ ବନମହୋତ୍ସବ ପାଳିତ

ବିନିକା ବନାଞ୍ଚଚଳ ପକ୍ଷରୁ ୭୨ ତମ ବନମହୋତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ଓଡ଼ିଶା ଜଙ୍ଗଳ,ପରିବେଶ ଓ ଜଳବାୟୁ ପରିବତ୍ତର୍ନ ବିଭାଗ ନେତୃତ୍ବରେ ବିନିକା ବନାଞ୍ଚଳ ବିନିକା ବନବିଭାଗ ଅଧିନସ୍ତ ଗୁରୁଣ୍ଡା ବନସୁରକ୍ଷା ସମିତି ପକ୍ଷରୁ ୭୨ତମ ବନମହୋତ୍ସବ ଫରେଷ୍ଟର ଦନାର୍ଦ୍ଦନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବିନିକା ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ମୂଖ୍ୟଅତି ଭାବରେ ଯୋଗଦେଇ ନଡ଼ିଆ ବାଡ଼େଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିବାସହ ପ୍ରତ୍ୟକ ବ୍ୟକ୍ତି ଅନ୍ତପକ୍ଷେ ଗୋଟିଏ ଗଛ ରୋପଣ କରି ତାର ସନ୍ତ ନେବାକୁ ବିନିକା ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦ ଅନୁରୋଧ କରିବାସ ଦେଶର ସମସ୍ତ ବ୍ୟକ୍ତି ଗଠ ଜଗାଇ ଦାଇତ୍ବ ନେଲେ ବତ୍ତମାନଲାଗି ରହିଥିବା ଅସ୍କିଜେନ ଅଭାବ ରୁହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ା ଏଥିରେ ଭଣ୍ଡାର ସରପଞ୍ଚ ଲକ୍ଷ୍ମଣ ସାହୁ, ରାଜେନ୍ଦ୍ର ହୋତା ,ଗୁଲୁଣ୍ଡା ବନ ସୁରକ୍ଷା ସମିତି ସଭାପତି ଦୀନବନ୍ଦୁ ସାହୁ ପ୍ରମୁଖ ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗ ଦେଇଥିଲେ ା ବିନିକା ରେଞ୍ଜ ଦଳ ମୂଖ୍ୟ ପ୍ରଶାନ୍ତ ନାୟକ ମଞ୍ଚ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ଅବସରରେ ଗୁଲୁଣ୍ଡା ଭିଏସଏସ ଜଙ୍ଗଳ ଅଞ୍ଚଳରେ ୧୦୦୦ରୁ ଉର୍ଦ୍ଦ ଚାରା ରୋପଣ କରାଯାଇଥିଲା । ଏଥିରେ ବନରକ୍ଷକ କୁନ୍ତି ରାଜ୍ , ଆନିମିଟର ସାରଥି ହରିପାଲ, ମଧୁସୁଦନ ଖେତି, ଗୁରୁଣ୍ଡା ବନସୁରକ୍ଷା ସମିତିର ସଭ୍ୟ ସଭ୍ୟା ,ତୁଳସୀ ସ୍ବୟଂ ସହାୟକ ଗୋଷ୍ଟି ,ସବୁଜ ବିଳ୍ପବ ସହଯୋଗୀ ସଂସ୍ଥା ସମେତ ଅନେକ ଉପସ୍ତିତଥିଲେ ା ସେହିପରି ମହୁଲପାଲି ଭିଏସଏସ ପକ୍ଷରୁ ବନମୋହସ୍ତ୍ରବ ପାଲିତ ହୋଇଯାଇଛି ା

related posts

1 comment

Deepak Kumar majhi July 1, 2021 - 5:26 pm

👍

Reply

Leave a Comment