Home Breaking News / ତାଜା ଖବର ଡାବୁଗାଁରେ ବନମହୋତ୍ସବ ପାଳିତ

ଡାବୁଗାଁରେ ବନମହୋତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଅଗ୍ନିସମ କେନ୍ଦ୍ର ପରିସରରେ ବନମହୋତ୍ସବ-୨୦୨୧ ଗୁରୁବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ | ଏଥିରେ ଅଁଳା, ପଣସ, ଜାମୁକୋଳି, କୃଷ୍ଣଚୂଡା, ରାଧାଚୁଡା, ଲେମ୍ବୁ, ଡାଲଚିନି, ପିଜୁଳି, ସଜନା, ଚମ୍ପା ଆଦି ମୋଟ ୧୦୦ ଟି ଚାରା ରୋପଣ କରାଯାଇଛି | ଏଥିରେ ଡାବୁଗାଁ ଭରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଉପେନ୍ଦ୍ର କୁମାର ମହାରଣା, ଏଲଏଫଏମ ମଙ୍ଗଳଦାନ ହିକ୍କକା, ଆଗ୍ନିକ-୫୨୨ ହଇରୋଜ କୁମାର ବେହେରା, ଆଗ୍ନିକ-୬୬୮ ଭକ୍ତ ଚରଣ ମାଝୀ, ଆଗ୍ନିକ-୧୨୧୯ ହେମନ୍ତ କୁମାର ନାୟକ, ଆଗ୍ନିକ-୩୧୫୨ ତୁଲସୀରାମ ରଣା, ଆଗ୍ନିକ-୩୬୩୧ ସୁମନ୍ତ କୁମାର ସାହୁ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ରିତାରଣୀ ବିଶ୍ୱାସରାୟ, କୁନ୍ତଳା କୁମାରୀ ଖୁରା ଓ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

related posts

1 comment

Deepak Kumar majhi July 1, 2021 - 1:29 pm

👍

Reply

Leave a Comment