Home Breaking News ଦୁଇ କିନ୍ନରଙ୍କୁ ଗିରଫ କଲା ଆରପିଏଫ

ଦୁଇ କିନ୍ନରଙ୍କୁ ଗିରଫ କଲା ଆରପିଏଫ

by Times One Odia
Share with
     
 
 
   

ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣ କରୁଥିବା ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ କିନ୍ନରଙ୍କୁ ଗିରଫ କଲା RPF । ଦୁଇ କିନ୍ନରଙ୍କୁଠୁ 15 KG ଗଞ୍ଜେଇ ଜବତ କରାଯାଇଛି । ଭୁବନେଶ୍ୱର ରେଲ ଷ୍ଟେସନରେ ଦୁହିଁଙ୍କ ଠୁ ଗଞ୍ଜେଇ ଜବତ କରାଯିବା ସହ ଦୁହିଁଙ୍କୁ ଗିରଫ କରାଯାଇଛି . ଦୁହେଁ ରେଳ ଯାତ୍ରୀ ହୋଇଯାଉଥିଲେ ଟ୍ରେନ ଭିତରୁ ଧରିନେଇଥିଲା ଆରପିଏଫ ଓ ଖୋର୍ଦ୍ଧା ଡିଭିଜନର କ୍ରାଇମବ୍ରାଞ୍ଚ । ପୂର୍ବରୁ ଟ୍ରଲି ବ୍ୟାଗ ରେ ଏଭଳି ଗଞ୍ଜେଇ କାରବାର କରୁଥିବା ନେଇ RPF କୁ ମିଳିଥିଲା ସୂଚନା । ଦୁଇ କିନ୍ନର ହେଲେ ବେଗୁନିଆର ଲିଜ଼ା ଓରଫ ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟଜଣେ ବସନ୍ତ ସ୍ୱାଇଁ ।

related posts

1 comment

Deepak Kumar majhi June 29, 2021 - 5:35 pm

👍

Reply

Leave a Comment