Home Breaking News / ତାଜା ଖବର ମାଝୀଘରିଣୀ ମନ୍ଦିର ବ୍ରିଜ ନିକଟରେ ଏକ ମର୍ମାହତ ସଡ଼କ ଦୃର୍ଘଟଣା ଜଣେ ମୃତ, 6 ଗୁରୁତର

ମାଝୀଘରିଣୀ ମନ୍ଦିର ବ୍ରିଜ ନିକଟରେ ଏକ ମର୍ମାହତ ସଡ଼କ ଦୃର୍ଘଟଣା ଜଣେ ମୃତ, 6 ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ମଝିଘରିଆଣି ବ୍ରିଜ ନିକରେ ଏକ ମର୍ମାହତ ସଡ଼କ ଦୃର୍ଘଟଣା ଜଣେ ମୃତ୍ୟୁ ୩ ଜଣ ଗୁରୁତର ହୋଇଛନ୍ତି । କଲି ବୈରାଗି ହଲୁଆ ପଞ୍ଚାୟତ ଉମରବାଲି ଗ୍ରାମର ସନ୍ତୋଷ ତଦିଙ୍ଗି ଓ ରାଇସିଙ୍ଗ ତାଦିଙ୍ଗି ନିଜ ଦୁଇ ଝିଅ ସ୍କୁଟି ଯୋଗେ ମାଲିଗାଁ ଆଶ୍ରମ ସ୍କୁଲରେ ଏଡ଼ମିଶନ କରିବା ପାଇଁ ଯାଇଥିଲେ । ଏଡ଼ମିଶନ କାମ ସାରି ସ୍କୁଟି ଯୋଗେ ସନ୍ଦ୍ୟାରେ ଉମରବାଲି ଗ୍ରାମକୁ ଫେରୁଥିବା ବେଳେ ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୬ ବର୍ଷର ଝିଅ ଇନ୍ଦୁ ତଦିଙ୍ଗିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ଜବତ କରିବା ସହ ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଯୋଗ୍ୟ ଏହିକି ଯେ ଏହି ଜାଗାରେ ସବୁବେଳେ ଦୁର୍ଘଟଣା ଘଟୁଛି ତେଣୁ ପ୍ରଶାସନ ହସ୍ତ କ୍ଷେପ କରି ରୋକିବାକୁ ଚେଷ୍ଟା କରିବାକୁ ଦାବୀ ହେଉଛି।

related posts

1 comment

Deepak Kumar majhi June 29, 2021 - 7:32 am

👍

Reply

Leave a Comment