Home Breaking News ପୋଖରୀରେ ବୁଡି 10ବର୍ଷର ନାବାଳିକା ମୃତ

ପୋଖରୀରେ ବୁଡି 10ବର୍ଷର ନାବାଳିକା ମୃତ

by Times One Odia
Share with
     
 
 
   

ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଜଗନ୍ନାଥ ପ୍ରସାଦ ପଂଚାୟତ ଅନ୍ତର୍ଗତ ଅଂlକୁଲକୁମ୍ପା ଗ୍ରାମ ର ଏକ 10 ବର୍ଷ ର ନାବାଳିକା ପୋଖରୀରେ ବୁଡିଯାଇଥିବାର ଦେଖି କିଛି ଗ୍ରାମବାସୀ ଉଦ୍ଧାର କରିଥିଲେ l ପରେ ସେହି ଜାଗାରେ ବାପା ଜଳନ୍ଧର ଯାନୀ ଓ ମାଆ ତିଳୋତ୍ତମl ଜାନି ସେଠାରେ ପହଂଚି ନିକଟସ୍ଥ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ l ସେଠlରେ ଡାକ୍ତର ନିହାର ରଞ୍ଜନ ସାମଲ ମୃତ ଘୋଷଣା କରିଥିଲେ l ଏହି ନାବାଳିକାର ନାମ ପୂଜା ଲତା ଜାନି (10)ବର୍ଷ l ଜଳନ୍ଧର ଓ ତିଲୋତମାଙ୍କ 4 ଝିଅ ମଧ୍ୟରୁ ଜ୍ୟେଷ୍ଠ ଝିଅ ଥିଲେ l ଝିଅ ର ମୃତ୍ୟୁ ଖବର ଶୁଣି ପିତା ଓ ମାତା ଦୁଃଖରେ ଭାଙ୍ଗି ପଡିଛନ୍ତି l

ସଙ୍ଗେ ସଙ୍ଗେ ପୋଲିସ ପହଂଚି ଏକ ଅପମୃତୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଭଞ୍ଜନଗର କୁ ପଠାଇଛି ଲ

related posts

Leave a Comment