Home Breaking News / ତାଜା ଖବର ନଗର ଭାଜପା ତରଫରୁ ଦିବ୍ୟଙ୍ଗଙ୍କୁ ରାସନ ସାମଗ୍ରୀ ବଣ୍ଟନ

ନଗର ଭାଜପା ତରଫରୁ ଦିବ୍ୟଙ୍ଗଙ୍କୁ ରାସନ ସାମଗ୍ରୀ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ନଗର ରେ ହାଉସିଂ ବୋର୍ଡ ସ୍ଥିତ କ୍ଲବ ପାଖରେ ରାୟଗଡା ଭାଜପା ନଗର ଯୁବମୋର୍ଚ୍ଚା ତରଫରୁ ରାସନ ସାମଗ୍ରୀ ନଗର ଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରାଜେଶ ପାଣିଗ୍ରାହୀ ନଗର ଯୁବମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ହେଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସଦସ୍ୟ ବୃନ୍ଦ ହେଲେ ନଗର ଭାଜପା ସଭାପତି ଶ୍ୟାମ କୁମାର ଦାଶ,ଜ଼ିଲ୍ଲା ଦିବ୍ୟାଙ୍ଗ ସାଧାରଣ ସମ୍ପାଦକ ଅମରେନ୍ଦ୍ର ନାଥ,ସଂଘର ଅନ୍ୟ ସଦସ୍ୟ ତଥା ସୁଶୀଲ ରାଉଳ, ହେମାନନ୍ଦ ପରିଡା,ତପସ୍ୱିନୀ ତାଡୀଙ୍ଗି,ଭାଜପା ର ବରିଷ୍ଠ ବିଦ୍ୟା ପଣ୍ଡା,ଅଜୟ ଶର୍ମା,ଜଗଦୀଶ ସୁନାରି,ଟି ନାଗରାଜୂ,ଝରଣା ମହାନ୍ତି ଏବଂ ନଗର ଯୁବମୋର୍ଚ୍ଚା ଅନ୍ୟ ତଥା ତାନଭି ଅଗ୍ରୱାଲ,ଜୟରାମ ବର୍ମା,ସନ୍ତୋଷ ସାହୁ,ନିରଜ ପାଢ଼ୀ,ସୁନୀଲ ବାଗ, ମୁନା ମହାରଣା,ପପୁନି ପାଣି,ରାକେଶ ପାଢ଼ୀ,ପ୍ରଭାତ ଦଳେଇ,ସନ୍ତୋଷ ଗଉଡ଼ ଏବଂ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକ୍ରମ ସବୁବେଳେ ଲାଗି ରହିବ ଜନତାଙ୍କ ସମସ୍ୟା ବୁଝି ସମାଧାନ କରିବାପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ଆଗଭର ବୋଲି ଶ୍ରୀ ଦାସ କହିଛନ୍ତି।

related posts

1 comment

Deepak Kumar majhi June 29, 2021 - 2:13 am

👍

Reply

Leave a Comment