Home Breaking News / ତାଜା ଖବର ବଡମ୍ବା-ନରସିଂହପୁରରେ ଆଜି ୨୭ କୋଭିଡ ପଜିଟିଭ

ବଡମ୍ବା-ନରସିଂହପୁରରେ ଆଜି ୨୭ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ସମଗ୍ର ବଡମ୍ବା-ନରସିଂହପୁରରେ ସତେଇଶି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ନରସିଂହପୁରରେ ୧୯ ବଡମ୍ବାରୁ ୮ଟି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ ଜଗନ୍ନାଥପୁରରେ ,ମର୍ଦ୍ଦମେଖରେ, ସାଗରରେ , ସିଆରିଆରେ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ତାମେରା, ରାଉତଭୂଇଁ, ପାଇକବାରବାଟି, ପାଇକପଡାପାଟଣା, ନୂଆଗାଁ, ଅରଖବାଡ଼ି, ଯୋଡୁମ, ବାଲିଝରୀ, ବଡଭୁଇଁ, କଇଁତରା, ହରିପୁରରୁ ବାକି ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୧ଜଣ ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି।

ବଡମ୍ବାରୁ ଓ ମାଣିଆବନ୍ଧ ଡାକ୍ତରଖାନାରୁ ୮ଜଣ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ମାଣିଆବନ୍ଧ ଓ ଗୋପପୁରରୁ ୨ଜଣ ଲେଖାଏଁ ବାକି କାଦୁଆପଡା, ମହୁଲିଆ, ବଡମ୍ବାଗଡ଼ ଓ ଦୁଧିଆବେରେଣୀ ପ୍ରଭୃତିରୁ ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi June 29, 2021 - 2:17 am

👍

Reply

Leave a Comment