Home Breaking News / ତାଜା ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି):ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋଲରା ତଳମାଳ ମୁଖ୍ୟ ରାସ୍ତା ରେ, ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲେଟି ଯିବା ଫଳରେ ,ଘଟଣାସ୍ଥଳରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି, ସୁଚନା ମୁତାବକ ମୃତ ଯୁବକ ଜଣଙ୍କ ହେଲେ , ତଳମାଳ ଗ୍ରମ ପଞ୍ଚାୟତ ତଳମଳ ଗ୍ରାମର ଦୁଖା ପିଣ୍ଟେଇ ଙ୍କ ପୁଅ ପପୁ ପିଣ୍ଟେଇ,ସୁଚନା ଅନୁସାରେ ଟ୍ରାକ୍ଟର ଟି ଧ୍ରୁତ ଗରତିରେ ଗୋଲରା ଛକ ରୁ ଆସୁଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରେଇ ବସିଥିଲା ଫଳରେ ରାସ୍ତା ତଳ କୁ ଖସିପଡିବା ଫଳରେ ପପୁ ସେହିଠାରେ ମୃତ୍ୟୁବରଣ କରିଥିଲେ,ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା ଜାରିରଖିଚି,ସବକୁ ବେବ ଛେଦ ପାଇଁ ମୁଖ୍ୟ ଚିକିତ୍ସା ଳୟକୁ ପଠାଯାଇଛି ।

related posts

1 comment

Deepak Kumar majhi June 28, 2021 - 8:28 am

👍

Reply

Leave a Comment