Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସଡ଼କ ଦୁର୍ଘଟଣା ନେଇଗଲା ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କର ଜୀବନ। ଯାଁଳାଠାରେ ଦୁର୍ଘଟଣା ଘଟି ଆରପାରିରେ ବରିଷ୍ଠ ସାମ୍ବାଦିକ ଜୀମୁତ । ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କୁ ଦୃଘଟଣା କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ, ସ୍ୱର୍ଗତ ମଙ୍ଗରାଜଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଦିଆଯାଉ! ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କର ଯାଁଳାଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଦୃଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଚିହ୍ନଟ କରିବା ଦଣ୍ଡିତ କରାଯାଉ ବୋଲି ସାମ୍ବାଦିକ ମିଳିତ ମଂଚ ପକ୍ଷରୁ କୁହାଯାଇଛି । ଭଗବାନ ତାଙ୍କ ପରିବାର ଲୋକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ସ୍ୱର୍ଗତ ମଙ୍ଗରାଜ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରୀୟ ଥିବା ବେଳେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ବହୁ ପୁସ୍ତକ ରଚନା କରିଛନ୍ତି । ସେ ୩ଥର ଡାକ୍ତର ଉପାଧି ପାଇଁଛନ୍ତି । ଏପରି ସାମ୍ବାଦିକ ଆମ ଓଡ଼ିଶା ପାଇଁ ଥିଲେ ଗର୍ବ ।

related posts

2 comments

Deepak Kumar majhi June 27, 2021 - 5:21 pm

👍

Reply
Deepak Kumar majhi June 27, 2021 - 5:22 pm

Sad news

Reply

Leave a Comment