Home Breaking News / ତାଜା ଖବର ମଝି ସମୁଦ୍ରରେ ଜଳିଗଲା ୧୬ ଜାହାଜ, ଜାଣନ୍ତୁ କେଉଁଠି?

ମଝି ସମୁଦ୍ରରେ ଜଳିଗଲା ୧୬ ଜାହାଜ, ଜାଣନ୍ତୁ କେଉଁଠି?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହଂକଂରେ ବଡ ଧରଣର ଅଘଟଣ । ସମୁଦ୍ରରେ କିଛି ଘଂଟାରେ ଗୋଟି ଗୋଟି କରି ଜଳିଗଲା ୧୬ଟି ଜାହାଜ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଥମେ ଏକ ବଡ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ବିରାଟ ନିଆଁ ପିଣ୍ଡୁଳା ଉପରକୁ ଉଠିଥିଲା । ଏହା ପରେ ଜାହାଜ ଗୁଡିକରେ ନିଆଁ ବ୍ୟାପି ଯାଇଥିଲା । କିଛି ଘଂଟା ଭିତରେ ୧୬ଟି ଯାକ ପୁରା ନିଆଁ ବଳୟ ଭିତରକୁ ଆସିଥିଲା । ବହୁ ଘଂଟାର ଉଦ୍ୟମ ପରେ ନିଆଁକୁ କାବୁ କରାଯାଇଥିଲା । ହେଲେ ସେତେବେଳକୁ ସମସ୍ତ ଜାହାଜ ପୁରା ନଷ୍ଟ ହୋଇ ସାରିଥିଲ।। ସୌଭାଗ୍ୟର କଥା ଏହି ଜାହାଜ ଅଗ୍ନିକାଣ୍ଡରେ କୌଣସି ଲୋକଙ୍କର ଜୀବନ ହାନି ଘଟିନାହିଁ ।

related posts

1 comment

Deepak Kumar majhi June 27, 2021 - 5:35 pm

👍

Reply

Leave a Comment