Home Breaking News / ତାଜା ଖବର ବଡମ୍ବା-ନରସିଂହପୁର ଠାରେ ୨୮ ଜଣଙ୍କ ପଜିଟିଭ ଚିହ୍ନଟ ଓ ରିପୋର୍ଟ ହସ୍ତଗତ

ବଡମ୍ବା-ନରସିଂହପୁର ଠାରେ ୨୮ ଜଣଙ୍କ ପଜିଟିଭ ଚିହ୍ନଟ ଓ ରିପୋର୍ଟ ହସ୍ତଗତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବାରେ ଆଜି ରତାପାଟରୁ ୩ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ , ବ୍ଲକ ସଂଲଗ୍ନ ୨ଟି ଗାଁରୁ ୨ଜଣ, ବୃନ୍ଦାବନପୁର, ମୁଗଗହୀର, ଗୋପୀନାଥପୁର, କୋଟପଲ୍ଲାରୁ ଜଣେ ଲେଖାଏଁ ଓ ଆଜି ହସ୍ତଗତ ହୋଇଥିବା RTPCR ମହୁଲିଆ Campର ରିପୋର୍ଟ ଅନୁଯାୟୀ ୬ଜଣ ସର୍ଵମୋଟ ୧୫ଜଣ ପଜିଟିଭ ରିପୋର୍ଟ ହସ୍ତଗତ ହୋଇଛି।

ନରସିଂହପୁର ନୂଖାପଡାର ୪ଜଣ, କୋକଳବାର ୩ଜଣ, ନିମସାହିରୁ ୨ଜଣ, ଶରଧାପୁର, ବଡଭୁଇଁ, ବସନ୍ତପୁର, କାନପୁର ପ୍ରଭୃତି ଗାଁରୁ ୧୩ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ରବିବାରରେ Camp Testing ବନ୍ଦ ଅଛି।

related posts

1 comment

Deepak Kumar majhi June 27, 2021 - 5:24 pm

👍

Reply

Leave a Comment