Home Breaking News / ତାଜା ଖବର ଅମିୟଙ୍କ ଟୋକିଓ ଆଶା ମଉଳିଲା, ପଟିଆଲାରେ ବ୍ରୋଂଜରେ ସନ୍ତୁଷ୍ଟ

ଅମିୟଙ୍କ ଟୋକିଓ ଆଶା ମଉଳିଲା, ପଟିଆଲାରେ ବ୍ରୋଂଜରେ ସନ୍ତୁଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଶା ଥିଲା ପଟିଆଲା ଜାତୀୟ ଆଥଲେଟିକ ମିଟରେ ପୁରୁଷ ୧୦୦ ମିଟରରେ ଓଡିଶାର ଅମିୟ ମଲ୍ଲିକ ଭଲ ପ୍ରଦର୍ଶନ ସହିତ ଅଲିମ୍ପିକସ ଯୋଗ୍ୟତା ଅର୍ଜନ କରିବେ । ତେବେ ଶନିବାର ରାତିରେ ଅମିୟ ଏଥିରେ ନିରାଶ କରିଛନ୍ତି । ରାଜ୍ୟର ଅନ୍ୟତମ ପୁରୁଷ ସ୍ପ୍ରିଂଟର ଅମିୟ ମଲ୍ଲିକ ୧୦.୪୯ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ବ୍ରୋଂଜ ମେଡାଲରେ ସନ୍ତୁଷ୍ଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ପାଇଁ ୧୦୦ ମିଟରରେ ଯୋଗ୍ୟତା ହାସଲ ଟାଇମିଂ ୧୦.୦୫ ରହିଥିବାରୁ ସେ ଏହି ସୁଯୋଗ ବି ହାତଛଡା କରିଛନ୍ତି ।

related posts

1 comment

Deepak Kumar majhi June 27, 2021 - 11:13 am

👍

Reply

Leave a Comment