Home Breaking News / ତାଜା ଖବର ୫୦ ମିନିଟ ଅଟକିଲା ଆମ୍ବୁଲାନ୍ସ

୫୦ ମିନିଟ ଅଟକିଲା ଆମ୍ବୁଲାନ୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା): କେରାଣ୍ଡିଗୁଡା ଗ୍ରାମ ରୁ ଡେଲିଭେରି ରୋଗି ଧରି ସ୍ବାସ୍ଥ୍ୟ କେନ୍ଦ୍ର ଯାଉଥିବା ଆମ୍ବୁଲାନ୍ସ ୫୦,ମିନିଟ୍ ଅଟକି ରହିଲା |କେରାଣ୍ଡିଗୁଡା ଜଗୁଆଳି ବିହିନ ରେଳ ଫାଟକ ନିକଟରେ ଏପରି ଏକ ଦ୍ରୁଶ୍ୟ ଦେଖିବାକୁ ମିଲିଛି ରାୟଗଡା ଜିଲ୍କା ବିଷମକଟକ ବ୍କକ ,ଚାଞ୍ଚଡାଗୁଡା ପଞ୍ଚାୟତ ର କେରାଣ୍ଡିଗୁଡା ଗ୍ରାମ ର ଜଗୁଆଳି ବିହିନ ରେଳ ଫାଟକ ରେ ଆଜି ପ୍ରାୟ ସନ୍ଦ୍ୟା ଚାରି ଟା ସମୟ ରେ ଡେଲିଭେରି ରୋଗି ଧରି କେରାଣ୍ଡିଗୁଡା ରୁ ଆମ୍ବୁଲାନ୍ସ ଫେରୁ ଥିବା ସମୟ ରେ ଡ୍ରାଇଵର ଟ୍ରେନ ଆସିବାର ହର୍ଣ ଶୁଣି ରେଳ ଫାଟକ ନିକଟ ରେ ଆମ୍ବଲାନ୍ସ ରଖିଲା |ଖବର ପାଇ କେରାଣ୍ଡିଗୁଡା ଗ୍ରାମ ବାସି ଜଗୁଆଳି ବିହିନ ରେଳ କ୍ରସିଙ୍ଗ ଫାଟକ ଠାରେ ଉପସ୍ଥିତ ରହିଲେ ଏଵ° ୨,ଜଣ ରେଳ କର୍ମଚାରି ମଧ୍ୟ ଉପସ୍ଥିତ ଥିଲେ | ଦୀର୍ଘ ୫୦, ମିନିଟ ଅପେଖ୍ୟା ପରେ ଜଗୁଆଳି ବିହିନ ରେଳ ଫାଟକ କୁ ଟ୍ରେନ ଟା ଅତିକ୍ରମ କଲା ପରେ ସମସ୍ତ ଗ୍ରାମବାସି ରେଳ କ୍ରସିଙ୍ଗ ପାରିକରିବାକୁ ସହଯୋଗିତା କରିଥିଲେ | ଏପରି ସମସ୍ୟା ଉପୁଜୁ ଥିବାରୁ ୧୮,ଖଣ୍ଡ ଗ୍ରାମବାସି ଅନେକ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି | ଏଣୁ ଗ୍ରାମବାସି ମାନଙ୍କ ଅଭିଯୋଗ ପ୍ରସାସନ ଯଥା ଶିଘ୍ର କେରାଣ୍ଡିଗୁଡା ଜଗୁଆଳି ବିହିନ ରେଳ ଫାଟକ ରେ ଅଣ୍ଡରଗ୍ରାଉଣ୍ଡ ରାସ୍ତା ଦିଆଯାଉ

related posts

1 comment

Deepak Kumar majhi June 27, 2021 - 5:27 pm

Sad news

Reply

Leave a Comment