Home Breaking News / ତାଜା ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ଦୀପକ କୁମାର ମାଝୀ): କୋରାପୁଟ ଜିଲ୍ଲା ,ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ,କୁନ୍ଦୁଲି ହାଟ ପଦା ନିକଟ ରେ ବାଇକ ଓ ସ୍କୁଟି ମଧ୍ୟ ରେ ମୁହାଁମୁହିଁ ଧକା ହେବା ଫଳ ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ମାନେ ଆହତ ହେଇଛନ୍ତି। ଆହତ ବ୍ୟକ୍ତି ମନକୁ ସ୍ଥାନୀୟ ବାସିନ୍ଦା ଙ୍କ ସହାୟତା ରେ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ର ସୂଚନା ମିଳିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଟି ମାଲିପୁଟ ପଂଚାୟତ ,କୁନ୍ଦୁଲି ହାଟପଦା ନିକଟ ରେ ଘଟିଥିଲା। କିନ୍ତୁ ମୃତକ ଙ୍କ ପରିଚୟ ମିଳିପାରିନାହିଁ।

related posts

1 comment

Deepak Kumar majhi June 27, 2021 - 5:19 pm

👍

Reply

Leave a Comment