Home Breaking News / ତାଜା ଖବର ବଜ୍ରପାତରେ ଦୁଇଜଣ ମୃତ ଓ ଦୁଇଜଣ ଗୁରୁତର ଆହତ

ବଜ୍ରପାତରେ ଦୁଇଜଣ ମୃତ ଓ ଦୁଇଜଣ ଗୁରୁତର ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା): ରାୟଗଡା ଜିଲ୍କା ବିଷମକଟକ ଥାନା ଅନ୍ତର୍ଗତ କାଳିପଙ୍ଗା ଗ୍ରାମ ରେ ଅଘଟଣ ନିଜ ଡଙ୍ଗର ଜମି ରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଦୁଇ ଜଣଙ୍କ ମ୍ରୁତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତ୍ବର ଆହତ ହେଇଛନ୍ତି |ମ୍ରୁତ କ ଦୁଇଜଣ ବ୍ରୁଧ ବ୍ରୁଧା କାଳିପଙ୍ଗା ଗ୍ରାମ ର ବୁରୁଷା ମିଣିଆକା ଓ ରାମି ମିଣିଆକା ଏମାନେ ଦୁହେଁ ସ୍ବାମି ସ୍ତ୍ରୀ |ଏମାନେ ନିଜ ଡଙ୍ଗର ଜମି ରେ ଚାଷ କରିବାକୁ ଖୁଣ୍ଟ ଓ ଘାସ ପତ୍ର କାଡିବାକୁ ଯାଇଥିଲେ ହଠାତ ଅପରାହ୍ନ ୨:୫୦ ସମୟ ରେ ପବନ ଓ ବର୍ଷା ଆରମ୍ବ ହୋଇଥିଲା ବର୍ଷା ଓ ପବନ ଦାଉ ରୁ ରଖ୍ୟା ପାଇଵା ପାଇଁ ନିକଟସ୍ଥ ତେନ୍ତୁଳି ଗଛ ମୂଲ କୁ ଯାଉଥିବା ସମୟ ରେ ହଠାତ ବଜ୍ରପାତ ଘଟିବାରୁ ବୁଡା ବୁଡି ଦୁଇଜଣ ଙ୍କ ଘଟଣା ସ୍ଥଳ ରେ ମ୍ରୁତ୍ୟୁ ଘଟିଛି | ଏ ଖବର ନେଇ ଗ୍ରାମବାସି ବିଷମକଟକ ପୋଲିଷ କୁ ଜଣାଇ ଥିଲେ ମଧ୍ୟ ପୋଲିଷ ଉପସ୍ଥିତ ନଥିଲେ |ଅନ୍ୟ ଦୁଇ ଜଣ କସ୍ତୁରି ମିଣିଆକା ଓ ମାଲା ମିଣିଆକା ଉଭୟ ସ୍ବାମି ସ୍ତ୍ରୀ ଏମାନେ ଗୁରୁତ୍ବ ର ଆହତ ହେଇ ଥିବାରୁ ଗ୍ରାମବାସି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଡାକ୍ତର ଖାନା କୁ ପଠାଇଛନ୍ତି |ଏଵ° ମ୍ରୁତ ଶଵ ଦୁଁହି କୁ ଗ୍ରାମ ବାସି ୧୦୮ ଡକେଇ ଶବ ବ୍ୟବଛେଦ ପାଇଁ ବିଷମକଟକ ପଠାଗଲା |

related posts

1 comment

Deepak Kumar majhi June 27, 2021 - 5:26 pm

👍

Reply

Leave a Comment