Home Breaking News / ତାଜା ଖବର କୃତ୍ତି ଛାତ୍ରୀ ଛାତ୍ରଙ୍କୁ ବଧାଇ ଜଣାଇଲେ ବିଧାୟକ ଦେବୀ ମିଶ୍ର

କୃତ୍ତି ଛାତ୍ରୀ ଛାତ୍ରଙ୍କୁ ବଧାଇ ଜଣାଇଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ମାଧ୍ୟମିକ ଶିକ୍ଷାବୋର୍ଡର ଫଳାଫଳ ରୁ ଜଣାଯାଇଛି ଯେ ନରସିଂହପୁର ଓ ବଡ଼ମ୍ବା ବ୍ଲକରେ ସାମଗ୍ରିକ ଫଳାଫଳ ଭଲ ହୋଇଛି । ନରସିଂହପୁର ରେ AI Grade ରେ ୧୬ଜଣ, A2ରେ ୨୦୩ ବଡ଼ମ୍ବାରେ A1ରେ ୭ଜଣ , A2 ରେ ୧୫୦ ଜଣ ନରସିଂହପୁର ରେ B1ରେ ୩୭୭ ଜଣ B2ରେ ୫୫୪ଜଣ ବଡ଼ମ୍ବାରେ B1ରେ ୨୯୨ B2ରେ ୪୨୮ ଜଣ ଉଭୟ ବ୍ଲକରୁ ୬୦% ଅଧିକରେ ୨୦୦୦ ପାଖାପାଖି ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କୁ ତଥା ସେମାନଙ୍କ ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର |

ନରସିଂହପୁର ବ୍ଲକରେ ଜିଲିଣ୍ଡା ହାଇସ୍କୁଲ ର ସୁଧୀର ପ୍ରଧାନ ବଡ଼ମ୍ବା ବ୍ଲକରେ ଗୋପପୁର ବାଳିକା ଉଚ୍ଚ ବିଦ୍ୟାଳୟର ତ୍ରିଷ୍ଣାକାନ୍ତି ପରିଡ଼ା ସର୍ବୋଚ୍ଚ ନମ୍ବର ରଖିଥିବାରୁ ସେମାନଙ୍କୁ, ତାଙ୍କ ବାପା ମାଙ୍କୁ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ବଧାଇ ଜଣାଇଛନ୍ତି ବିଧାୟକ ଶ୍ରୀ ମିଶ୍ର |

related posts

1 comment

Deepak Kumar majhi June 26, 2021 - 4:11 pm

👍

Reply

Leave a Comment