Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ଶିକ୍ଷକ ସମେତ ଦୁଇ ଗୁରୁତର

ସଡକ ଦୁର୍ଘଟଣାରେ ଶିକ୍ଷକ ସମେତ ଦୁଇ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହସିଂ ଧୁଙ୍ଗିଆ ଦେଇ ମନ୍ଦିର ନିକଟ ରେ ସଡକ ଦୁର୍ଘଟଣାରେ ଶିକ୍ଷକ ଙ୍କ ସମେତ ଦୁଇଜଣ ଗୁରୁତର ଆହତହୋଇଛନ୍ତି l
ଶନିବାର ଅପରାହ୍ନରେ କୋଟଗଡ଼ ବ୍ଲକ୍ ପାରିଗଡ ଗ୍ରାମ ପଞ୍ଚାୟତ ସିଞ୍ଜକୁଟି ସ୍କୁଲ୍ ର ଏମିଲି ଶିକ୍ଷା ସହାୟକ ଯୋଷବନ୍ତ କହଁର ଓ ତାଙ୍କ ଭାଇନବଘନ କହଁର ସ୍କୁଲ ରୁ ବହି ବାଣ୍ଟି ନିଜ ଗାଁ ଫିରିଙ୍ଗିଆ କୁ ବାଇକ ଯୋଗେଫେରୁଥିବା ସମୟରେ ଧୁଂଗିଆ ଦେଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସ କୁ ଖବର ଦେବାପରେ ଘଟଣା ପରେ ପୋଲିସ୍ ପହଞ୍ଚି ଦୁଇଗୁରୁତରଙ୍କୁ ଉଦ୍ଧାର କରି 108ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛିl

related posts

1 comment

Deepak Kumar majhi June 26, 2021 - 4:09 pm

👍

Reply

Leave a Comment