Home Breaking News / ତାଜା ଖବର ମୋବାଇଲ ଚୋରକୁ ଗିରଫ କଲା ଚାନ୍ଦିଲି ପୋଲିସ

ମୋବାଇଲ ଚୋରକୁ ଗିରଫ କଲା ଚାନ୍ଦିଲି ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଅନେକ ଦିନ ହେଲା ଜେ କେ ପୁର ଅଂଚଳରେ ମୋବାଇଲ ଚୋର ମାତିଥିବା ଖବର ଶୁଣାଯାଉଥୁଲା ଅଭିଯୋଗ ସତ୍ତ୍ୱେ ପୋଲିସ ଟେର ପାଉନ ଥିଲା।କିନ୍ତୁ ଆଜି ଚାନ୍ଦିଲି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହା କି ମୋବାଇଲ ଚୋରି ରୋକି ପାରିବ ଲୋକେ ଶାନ୍ତିରେ ନିଶ୍ୱାସ ମାରିବେ। ଚୋର ପାଖରୁ ୧୮ ଟି ମୋବାଇଲ ଓ ଅନେକ ଆନୁସଙ୍ଗିକ ଉପକରଣ ଜବତ କରାଯାଇଛି। ତା ମଧ୍ୟରେ ଚିପ, ଡାଟା ଟ୍ରାନ୍ସଫରର,କଭର ଭଳି ଅନେକ ମୋବାଇଲ ସମ୍ବନ୍ଧୀୟ ଜିନିଷ ଜବତ କରି କେସ ନମ୍ବର ୧୦୩/୨୧ ଭାରତୀୟ ଦଣ୍ଡ ବିଧାନ ୪୫୭/୩୮୦ ରୁଜୁ କରିକୋର୍ଟ ଚାଲାଣ କରାଯାଇଛି। ଚାନ୍ଦିଲି ଥାନା ର ପୋଲିସ କହିଛି। ତଦନ୍ତକୁ ଜୋରଦାର କରି ଆଉ ଅନେକ ସତ୍ୟକୁ ସାମନାକୁ ଆସିବ।ମୋବାଇଲ ବର୍ତମାନ ଦୁନିଆରେ ଅତି ରୁ ଅତି ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବା ବେଳେଏହାର ଚୋରି ମଧ୍ୟ ବୃଦ୍ଧି ପାଇଛି

related posts

1 comment

Deepak Kumar majhi June 26, 2021 - 4:40 am

👍

Reply

Leave a Comment