Home Breaking News / ତାଜା ଖବର ବଡମ୍ବାରେ ୨୧ କୋଭିଡ ପଜିଟିଭ ଓ ନରସିଂହପୁରରେ ୧୨ ପଜିଟିଭ

ବଡମ୍ବାରେ ୨୧ କୋଭିଡ ପଜିଟିଭ ଓ ନରସିଂହପୁରରେ ୧୨ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡମ୍ବାରେ ୨୧ କୋଭିଡ ପଜିଟିଭ ଚିହ୍ନଟ ହେଲାବେଳେ ନରସିଂହପୁରରେ ୧୨ ସମୁଦାୟ ୩୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବାରେ ବୃନ୍ଦାବନପୁର ଓ ମୂଳିଆବାଙ୍କରେ ୩ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ନୂଆବନ୍ଧରେ ୨, କୋଟପଲ୍ଲାରେ ୨, ଭାଗବତପୁରରେ ୨, ଶଙ୍ଖାମେରୀରେ ୨ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ବଡମ୍ବାଗଡ଼ରେ ୪ଜଣ ଚିହ୍ନଟ ହୋଇଛନ୍ତି। ବାକି ଖମାରସାହି, ମାଣିଆବନ୍ଧ, ମହୁଲିଆରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ ଘଣ୍ଟପଡାରେ , ପାଇକପଡାପାଟଣାରେ ୩ଜଣ ଲେଖାଏଁ ଚିହ୍ନଟ ହେଲାବେଳେ, କାକୁଡିଆ, ଅଲରା, କାଞ୍ଜିଆପଦା, ହରିପୁର, ଏକଡାଳ, ଯୋଡୁମରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

related posts

Leave a Comment