Home Breaking News / ତାଜା ଖବର ବିନିକା ମହାନଦୀ ଯୁବ ସଙ୍ଗଠନ ପକ୍ଷରୁ ବିନିକା ମହାନଦୀ ପୋଲ ସଫେଇ ଅଭିଯାନ ଆରମ୍ଭ

ବିନିକା ମହାନଦୀ ଯୁବ ସଙ୍ଗଠନ ପକ୍ଷରୁ ବିନିକା ମହାନଦୀ ପୋଲ ସଫେଇ ଅଭିଯାନ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ବିନିକା ମହାନଦୀ ଯୁବ ସଙ୍ଗଠନ ସଭ୍ୟ ସଭ୍ୟା ମାନେ କରୋନା ମହାମାରୀ ସମୟରୁ ଲୋକ ହିତକର କାର୍ଯ୍ୟ କରି ଆସୁଥିବାରୁ ଅଞ୍ଚଳର ଜନସାଧାରଣ ଙ୍କ ଠାରୁ ପ୍ରସନସା ଗୁଟାଉଛନ୍ତି । ଏହି ଶନିବାର ଓ ରବିବାର ଦିନ ସପ୍ତାହନ୍ତା ସଟଡାଉନ ସମୟରେ ବିନିକା ଡାକ୍ତର ଖାନାରେ ଚିକିତ୍ସା ଧିନ ରୋଗି ତଥା ରୋଗୀ ସହଯୋଗୀ , ରାସ୍ତା ରେ ଯାଉଥିବା ଗାଡ଼ି ଚାଳକ ,ଘର ଘର ଯାଇ ଅସାହାୟ ମାନଙ୍କୁ ଟିଫିନ୍ ପୁଡିଆ ବଣ୍ଟନ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସେନିଟାଇଜ କରି ଛନ୍ତି ା । ଆଜି ବିନିକାସ୍ଥିତ ମହାନଦୀ ପୋଲ ସଫେଇ ଅଭିଯାନ ଆରମ୍ଭ ପୂର୍ବକ ପୋଲବାଡ଼ ପାର୍ଶ୍ୱରେ ଜମିରହୁଥିବା ବାଲି,ମାଟି, ଆଦିକୁ ସମ୍ପୂର୍ଣ୍ଣ ସଫା କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି କାର୍ଯ୍ୟ ଆଗାମୀ ତିନିଦିନ ଭିତରେ ଶେଷ କରଯିବା ବୋଳି ସଙ୍ଗଠନ ର ସଭାପତି କ୍ଷୀର ସାଗର ବିଭାର ପ୍ରକାଶ କରିଛନ୍ତି । ଏହି କାର୍ଯୃକ୍ରମରେ ରାମ ଗୋପାଳ ବାଗ, ସିତାରାମ ଦାସ , ସୋମେଷ ପଣ୍ଡା, ସନ୍ତୋଷ ବନଛୋର , ହାଡ଼ିବନ୍ଧୁ ମେହେର, ତପସ୍ପିନି ମେହେର, ପ୍ରକାଶ ଅଗ୍ରୱାଲ , ସନୋଜ ସେଠି , ଦୀପାନ୍ନିତା ମାହାଣା ,ରୀତା ମାଝି, ସ୍ବପ୍ନା ସଂଞ୍ଜିବନି ମେହେର, ମେଘୁ ବାଗ, ରବି ମେହେର, ଯୋଗେଶ୍ବା ମେହେର ,କାହ୍ନୁଚରଣ କର୍ଣ୍ଣ, ଗୋବିନ୍ଧା ମାହାଣା ପ୍ରମୁଖ ସଯୋଗ କରିଥିଲେ ା

related posts

1 comment

Deepak Kumar majhi June 26, 2021 - 4:18 pm

👍

Reply

Leave a Comment