Home Breaking News / ତାଜା ଖବର ବଡମ୍ବାର ଗର୍ବ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଛି 10 ଶ୍ରେଣୀ ପରୀକ୍ଷା ଫଳ ବ୍ଲକର ବିଭିନ୍ନ ଜାଗାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖେଳି ଯାଇଛି ଖୁଶିର ଲହରୀ କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପପୁର ବାଳିକା ବିଦ୍ୟାଳୟ ର ତୃଷ୍ଣାକାନ୍ତି ଜେନା 550 ନମ୍ବର ରଖୀ ବ୍ଲକ ଟପ୍ପର ହେବାର ସୁଣି ଖୁଶିର ଲହରୀ ଖେଳିଯାଇଛି |
ଗୋପପୁର ଗ୍ରାମର ତୃଷ୍ଣାକାନ୍ତି ଜେନା ପରୀକ୍ଷା ଫଳ ରେ ଉତିର୍ଣ୍ଣ ହେବାସହ ନିଜ ଗ୍ରାମ ତଥା ବଡମ୍ବା ବ୍ଲକ ନାମ ରଖିବା ସହ ଆଗାମୀଦିନରେ ଡାକ୍ତର ହୋଇ ଜନ ସାଧାରଙ୍କର ସେବା କାରିବି ବୋଲି କହିଛି | ଓ ଏଠି ପାଇଁ ସମସ୍ତ ସାର ଓ ମା ଓ ଅଜା ଙ୍କୁ ଶ୍ରେୟ ଦେଇଛି | ତାସହ ସେ ବହୁ ପରିଶ୍ରମ କରୁଥିବାସହ ଦିନକୁ 18 ଘଣ୍ଟା ରୁ ଅଧିକ ସମୟ ପରିଶ୍ରମ କରିବାସହ କର୍ମ ଅନୁସାରେ ଫଳ ମିଳିଛି ବୋଲି କହିଛନ୍ତି କୃଷ୍ଣାକାନ୍ତି ର ବଊ |

ଏନେଇ ଭିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ ସେ ଆମକୁ ସହଯୋଗ କରିନଥିଲେ ପରେ ଏନେଇ ଶୁଭେସ୍ଥା ର ବାର୍ତ୍ତା ଦେଇଛନ୍ତି ସ୍ଥାନୀୟ ବିଧାୟକ ଦେବିପ୍ରସାଦ ମିଶ୍ର |

related posts

1 comment

Deepak Kumar majhi June 26, 2021 - 4:14 pm

👍

Reply

Leave a Comment