Home Breaking News / ତାଜା ଖବର ବାଲି ଚୋରା ଚାଲାଣ: 1ଲକ୍ଷ ଟଙ୍କା ଜୋରିମାନା ଆଦାୟ

ବାଲି ଚୋରା ଚାଲାଣ: 1ଲକ୍ଷ ଟଙ୍କା ଜୋରିମାନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୨ ଟି ହାୱାଇ ଓ 2ଟି ଟ୍ରାକ୍ଟର କୁ ବାଲି ଚୋରା ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନଵୀନକିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ହାୱାଇ ପ୍ରତି 40, 000 ହଜାର ଓ ଟ୍ରାକ୍ଟର ପ୍ରତି 10, 000 ହଜାର ଲେଖାଏଁ ସମୁଦାୟ 1ଲକ୍ଷ ଟଙ୍କା ଜୋରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦିଆଯାଇଛି l ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଓ ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l

related posts

1 comment

Deepak Kumar majhi June 26, 2021 - 4:29 pm

👍

Reply

Leave a Comment