Home Breaking News / ତାଜା ଖବର ନିର୍ବାହୀ ଯନ୍ତ୍ରୀଙ୍କ ସହ ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ଆଲୋଚନା

ନିର୍ବାହୀ ଯନ୍ତ୍ରୀଙ୍କ ସହ ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ମୁଖ୍ୟଯନ୍ତ୍ରୀ(ବନ୍ଧବାଡ଼) ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ସହ ବଡମ୍ବା ବିଧାୟକ ଦେବୀ ମିଶ୍ର ଆଜି ପଦାମାଳ-ବାଣେଶ୍ୱରନାଶୀ-ଏକଡାଳର NABARD କାମର ସ୍ଥିତି ସମ୍ପର୍କରେ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଧିମେଇ ଥିବା ହେତୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ |

ଏହାପରେ ଭଟ୍ଟାରିକା ପୀଠ ସଂଲଗ୍ନ Protection କୁ ସଂପ୍ରସାରିତ କରିବା ପାଇଁ TAC ଅନୁମୋଦନ ପାଇଁ ମୁଖ୍ୟଯନ୍ତ୍ରୀ ଓ ଟିମ ତଦାରଖ କରିଥିଲେ।

related posts

Leave a Comment