Home Breaking News / ତାଜା ଖବର ଦଳିତଙ୍କ ସୁରକ୍ଷା ଦାବୀ କରି ଏସପିଙ୍କୁ ସ୍ମାରକପତ୍ର

ଦଳିତଙ୍କ ସୁରକ୍ଷା ଦାବୀ କରି ଏସପିଙ୍କୁ ସ୍ମାରକପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଦଳିତ ପାଣ ସଂପ୍ରଦାୟ ଲୋକେ ଏବେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି।ପାଣମାନଙ୍କ ଉପରେ ରିତିମତ ଆକ୍ରମଣ ହେଉଛି। ଗତ ୨୨ ତାରିଖ ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିବାବେଳେ ବାଟରେ ଅଟକ । ଇ ସୁଜିତ କୁମାର ସାହାଣୀ ନାମକ ଜଣେ ଦଳିତ ପାଣ ସଂପ୍ରଦାୟର ଯେ କି ଜଣେ ଶିକ୍ଷକ ତାଙ୍କୁ ନିର୍ମମ ଭାବେ ସଂଘବଦ୍ଧ ହୋଇ ପିଟିପିଟି ମାରିଦେଲେ। ସେହିପରି ଜିଲ୍ଲାର ବିଭିନ୍ନ ସମୟରେ ମଧ୍ୟ ଦଳିତ ମାନଙ୍କ ଉପରେ ଆକ୍ରମଣ ନେଇ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଉଦବେଗ ପ୍ରକାଶ କରିବା ସଙ୍ଗେସଙ୍ଗେ ଶୁକ୍ରବାର କମିଟିର ସଭାପତି ଅନାମନା ଏକଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଙ୍କୁ ଭେଟି ସ୍କାର୍ କ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ କ୍ଷୀରୋଦ ସାହାଣୀ,ଗୌର ବେହେରା ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi June 25, 2021 - 5:49 pm

👍

Reply

Leave a Comment