Home Breaking News / ତାଜା ଖବର ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ ରେଜଲ୍‌ଟ

ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ ରେଜଲ୍‌ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକରେଜଲ୍‌ଟ । ସନ୍ଧ୍ୟା ୬ଟାରେ ବୋର୍ଡର ନିଜସ୍ବ ଟେୱସାଇଟ୍‌ରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍‌ଟ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିଲା ରେଜଲ୍‌ଟ ।

ମାଟ୍ରିକରେ ଏ ବର୍ଷ ପାସ୍‌ ହାର ୯୭.୮୯%, ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ: ସେ କହିଲେ- ମୋଟ ୫୭୪୧୨୫ ପିଲାଙ୍କ ମଧ୍ୟରୁ ୫ ୬୨ ୦୧୦ ପାସ କରିଛନ୍ତି।କୌଣସୀ ସ୍କୁଲରେ ରେଜଲ୍ଟ ଶୁନ ହୋଇନାହିଁ, ୫୭୦୩ ପିଲା ଫେଲ ହୋଇଛନ୍ତି।

A1 ଗ୍ରେଡ୍‌ରେ ପାସ୍ କରିଛନ୍ତି ୨୬୫୬ ଛାତ୍ରଛାତ୍ରୀ । A2 ଗ୍ରେଡ୍‌ରେ ପାସ୍ କରିଛନ୍ତି ୨୨ ହଜାର ୧୩୧ ଛାତ୍ରଛାତ୍ରୀ । B1 ଗ୍ରେଡ୍‌ରେ ପାସ୍ କରିଛନ୍ତି ୫୨ ହଜାର ୨୯୯ ଛାତ୍ରଛାତ୍ରୀ । B2 ଗ୍ରେଡ୍‌ରେ ପାସ୍ କରିଛନ୍ତି ୯୪ ହଜାର ୪୭୫ ଛାତ୍ରଛାତ୍ରୀ।

related posts

1 comment

Deepak Kumar majhi June 25, 2021 - 4:15 pm

👍

Reply

Leave a Comment