Home Breaking News / ତାଜା ଖବର ଇସ୍ରାଏଲକୁ ପୁଣି ଫେରିଲା ମାସ୍କ କଟକଣା

ଇସ୍ରାଏଲକୁ ପୁଣି ଫେରିଲା ମାସ୍କ କଟକଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇସ୍ରାଏଲରେ ତୃତୀୟ ଲହରର ଭୟ ଆରମ୍ଭ ହୋଇଛି । ପ୍ରଥମ ମାସ୍କ ଫ୍ରି ଦେଶ ଭାବରେ ନିଜକୁ ଘୋଷଣା କରାଇଥିବା ଇସ୍ରାଏଲରେ ଏବେ ପୁଣି ଫେରିଛି ମାସ୍କ କଟକଣା । ମାତ୍ର ୧୦ ଦିନ ତଳେ ଇସ୍ରାଏଲ ନିଜକୁ ମାସ୍କ ଫ୍ରି ଦେଶ ଭାବରେ ଘୋଷଣା କରିଥିଲା । ଗତ ୧୦ ଦିନ ହେବ ଇସ୍ରାଇଲରେ ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠିକାର ସରକାର ପୁଣି ଦେଶରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ଇସ୍ରାଇଲର ବେନେଟ ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନିବାର‌୍ୟ୍ୟ କରିଛନ୍ତି ।

related posts

Leave a Comment