Home Breaking News / ତାଜା ଖବର ବର୍ଷା ଅନୁଭବ ବିବାଦ ଜାଣିଶୁଣି ମାମଲାକୁ ବିଳମ୍ବ କରୁଛନ୍ତି ବର୍ଷା

ବର୍ଷା ଅନୁଭବ ବିବାଦ ଜାଣିଶୁଣି ମାମଲାକୁ ବିଳମ୍ବ କରୁଛନ୍ତି ବର୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଅଦଲତରେ ଚାଲିଥିବା ବର୍ଷା ଅନୁଭବ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷା ଜାଣିଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ତଥା ସ୍ବାମୀ ଅନୁଭବ । ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଅନୁଭବ ଆଜି ନିଜର ପକ୍ଷ ରଖିଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନାହାନ୍ତି ।ତେବେ ଏହା ପ୍ରଥମ ଥର ନୁହେଁ ବରଂ ବର୍ଷା ବାରମ୍ବାର ଏହି ଭଳି କରି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ । ଏହା ସହିତ ବର୍ଷା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ ମଧ୍ୟ ସେ ନିଜେ ଦାୟର କରିଥିବା ମାମଲାର ଶୁଣାଣିକୁ ଆସୁନଥିବା ମଧ୍ୟ କହିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

related posts

1 comment

Deepak Kumar majhi June 25, 2021 - 5:05 am

👍

Reply

Leave a Comment