Home Breaking News / ତାଜା ଖବର ବିନିକା କଂଗ୍ରେସର ଚାଷୀ ହକ ପଇଁ ରଣ ହୁଙ୍କାର ଦ୍ବିତିୟ ଦିନ: ଧାନ ରଖି ତହସିଲ କାର୍ଯ୍ୟ ସମ୍ମୁଖରେ ବିକ୍ଷୋଭ, ଆସନ୍ତାକାଲି ବିନିକା ବନ୍ଦ ପାଇଁ ଡ଼ାକରା

ବିନିକା କଂଗ୍ରେସର ଚାଷୀ ହକ ପଇଁ ରଣ ହୁଙ୍କାର ଦ୍ବିତିୟ ଦିନ: ଧାନ ରଖି ତହସିଲ କାର୍ଯ୍ୟ ସମ୍ମୁଖରେ ବିକ୍ଷୋଭ, ଆସନ୍ତାକାଲି ବିନିକା ବନ୍ଦ ପାଇଁ ଡ଼ାକରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ଚାଷୀଙ୍କ ଦାବି ପୂରଣ ପାଇଁ ଆଜି ଭାରତୀୟ ଜାତୀୟ କଂଗ୍ରେସ କମିଟୀ ବିନିକା ବ୍ଳକ କଂଗ୍ରେସ ପକ୍ଷରୁ ଛାଷୀ ହକ ପଇଁ ରଣ ହୁଙ୍କାର ର ଦ୍ବିତିୟ ଦିନରେ ବି ଫଲ ସୁନ ଆସନ୍ତା କାଲି ବିନିକା ବନ୍ଦ ା ଏହାସହ ବିନିକା ତହସିଲଦାର କାର୍ଯ୍ୟଳୟ ସମ୍ମୁଖରେ ୨ଟି ଟ୍ରାକ୍ଟର ରେ ଧାନ ରଖି ସକାଲ ୧୦ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତ ଚାଷୀଙ୍କ ଟୋକନ ଲେସ୍ପ ଓ ଆଧାର ମିସ ମେଚ୍ , ଟୋକନ ରେ ନମିନି କୁ ବିକ୍ରୟ ସୁବିଧା ତଥା ଚାଷୀ ଧାନ ବିକ୍ରୟ ଉପରେ ଅନେକ ସମସ୍ୟା ହେଶି ଚାଷୀ ଧାନ ବିକ୍ରୟ କରି ପାରୁନଥିବାରୁ ଏହାର ପ୍ରତିବାଦ କରି କଂଗ୍ରେସ ତରପରୁ ହୋଇଥିବା ବିକ୍ଷୋଭ ଆଜି ଦ୍ବିତିୟ ଦିନ ରେ କିଛି ସୁଫଳ ମିଲି ନଥିବାରୁ ଆସ୍ତନାକାଲି ସାନ୍ତିପୁର୍ଣ୍ଣ ଭାବରେ ଜରୁରି କାଲିନ ସେବା କୁ ଛାଡ଼ି ସରକାରୀ ବେସରକାରୀ କାର୍ଯ୍ୟଳୟ ଦୁକାନ ବଜାର ସମସ୍ତ ବନ୍ଦପାଇଁ ବିନିକା ତହସିଲଦାର, ବିନିକା ଥାନା ଦାବିପତ୍ର ଦେଇଥିବାବେଲେ ଓ ଡ଼ାକବାଜି ଯନ୍ତ୍ର ଯାହାର୍ଯ୍ୟରେ ବିନିକା ସହରରେ ଘୋଷଣା କରାଯାଇ ଥିବା ବିନିକା ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ପ୍ରକାଶ କରିଛନ୍ତ ା ଏହି ଖବର ପରେ ସୁବର୍ଣ୍ଣପୁର ଅତିରିକ୍ତ ଏସ୍ପି ଉକ୍ତଲ କେଶରି ଦାଶ ବିକ୍ଷୋଭ ସ୍ଥଳକୁ ଆସି ଆନ୍ଧୋଳନ କରିଙ୍କୁ ସୁବର୍ଣ୍ଣପୁର ଚିପ ସୁଏସଓ ଙ୍କ ସହ ଫୋନରେ ଚାଷୀ କଥା ହେବାସମରେ ଚିପ ସିଏସଓ ଜିଲ୍ଲାର ୧୪୩ ଜଣଚାଷୀଙ୍କ ଆଧାର ମିସମେଚ୍ ହେଶିଥିବା କୁ ନେଇ କାର୍ଯ୍ୟଳୟ ପତ୍ର ସଂଖ୍ୟା ୮୪୫/୨୬-୫ ଅତିରିଙ୍କ ସଚିବ ପାଖକୁ ଠିକ କରିବାକୁ ଅନୁରୋଧ କରାଯାଇଥିଲା ାବିଲମ୍ବ ହେଲେମଧ୍ୟ ସରକାର ତାଙ୍କର ଅସୁବିଧାକୁ ହୃଦଙ୍ଗମ କରି ତାଙ୍କ ଟୋକନ ଦେବାପାଇଁ ପ୍ରତିସୃତି ଦେଇଥିବା ସହ ଆନ୍ତା କାଲି ମଧ୍ୟରେ ଚାଷୀଙ୍କ ଥିବା ଅନେକ ସମସ୍ୟାର ସମାଧାନ ହୋଇ ଯିବ ଆପଣମାନେ ବିକ୍ଷୋଭ ରୁ ଓହରୀ ଯିବାକୁ ଅନୁରୋଧ କହିଥିଲେ ଏହାସହତ ଅତିରିକ୍ତ ଏସ୍ପି ଶ୍ରୀଦାଶ ମଧ୍ୟ ବି‌କ୍ଷୋଭକୁ ଏତିକିରେ ସମାପ୍ତି କରିବାକୁ ନିବେଦନ କରିଥିଲେ କିନ୍ତିୁ କଂଗ୍ରେସ ଦଳ କର୍ମକର୍ତ୍ତା ତାଙ୍କ ଜିତରେ ଅଟଲ ରହିଥିଲେ ା ଏହିସମୟରେ ,ସୁବର୍ଣ୍ଣପୁର ଏସିଏସଓ ତ୍ରୀନାଥ ଭୋଇ, ବିନିକା ତହସିଲଦାଲ ଅଲେଖ ଘୁଟା, ବିନିକା ଆଇଆଇସି ପବିତ୍ର ସାହୁ, ବିନିକା ସପ୍ବାୟ ଅଫିସର ରାଜକିଶୋର ସ୍ବାଇଁ ପ୍ରମୁଖ ଉପସ୍ତିତଥିଲେ ା ଚାଷୀ ଚଳିତ ରବି ରୁତୁରେ ଭଲ ଧାନ ଅମଳ ହୋଇ ଥିଲା ାଚାଷୀ ଭଲଦୁଇପଇସା ପାଇବାର ଆସା ମନରେ ସଞ୍ଚାରହୋଇଥିଲା ାକିନ୍ତୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ସରକାର ବିଭିନ୍ନ ସକସ୍ୟା ଆଲରେ ଠିକଣା ସମୟରେ କିଣୁ ନାହାନ୍ତି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏପରି ମନମୁଖୀ ନୀତି ବିରୋଧରେ ରଣହୁଙ୍କାର ଦେଇଛି ବିନିକା କଂଗ୍ରେସ ା ବିନିକା ଅଞ୍ଚଳର ବାକୀ ଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣା ଯାଉ ,କଟନୀ ଛଟନୀ ବନ୍ଦ କରାଯାଉ ,ଟୋକନ ଅବଧିକୁ ବୃଦ୍ଦି କରାଯାଇ, ଟୋକ ରେ ନମିନିର ସୁବିଧା ରଖାଯାଉ ଅଖାର ଦାମ ଦିଆଯାଉ , ଭଲି ବିଭିନ୍ନ ଦାବି ପୁରଣ କରିବାକୁ କଂଗ୍ରେସ ବି‌କ୍ଷେଭ କୁ ଓଲ୍ଳାଇଛି ଥିବା ଆଜି ଦ୍ବିତିୟ ଦିନ ରେ ପହଞ୍ଚିଛି ା ଏଥିରେ ଜିଲ୍ଳା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ଜିଲ୍ଳା ସଭାପତି ପ୍ରୀୟବ୍ରତ ସାହୁ , ପ୍ରଦିପ ସେଠୀ , ଗୋବିନ୍ଦା ଝାଙ୍କର , ହରିହର ଛନ୍ଦ, ସୁମନ୍ତ ସାହୁ, ବିଜୟ ଭୋଇ , ମହେନ୍ଦ୍ର ଥନାପତି , ଟିକୁ ହୋତା, ହଜାରୁ ସାହୁ , ରୁଦ୍ରନାରାୟଣ ସାହୁ , ବିପିନ ବିହାରୀ ମେହେର, , ରବିନ୍ଦ୍ର ଭୋଇନା , ସନ୍ତୋଷ ପଧାନ , ନାଗେଶ୍ବର ବାଗ୍ , ସୈଦାଗର ସାହୁ, ପ୍ରମୋଦ ସେବକ, ସୁରେନ୍ଦ୍ର ବଗର୍ତ୍ତି ,ଶିବ ପରର୍ଡ଼ିଆ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ ସମୟରେଉପସ୍ତିତ ଥିଲେ ା

related posts

1 comment

Deepak Kumar majhi June 25, 2021 - 3:09 am

👍

Reply

Leave a Comment