Home Breaking News / ତାଜା ଖବର ଫୁଲବାଣୀରୁ ୫ ଜିଲ୍ଲାରୁ ୨୬ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୫ ଜିଲ୍ଲାରୁ ୨୬ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ଗୁରୁବାର ମୋଟ ୨୬ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରର ପିଅନପଡ଼ାରୁ ୪ ଓ ଆଇଟି ଡିଏ କଲେ । ନୀରୁ ଜଣେ ଏହିପରି ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲ ବାଣୀ ବ୍ଲକ୍ ରୁ ୧ଜଣ , ତୁମୁଡ଼ିବନ୍ଧରୁ ୪, ଟିକାବାଲି ୧,କୋଟଗଡ ୩, ଫିରିଙ୍ଗିଆ ୩,ଖଜୁରୀପଡ଼ା ୧, ଦାରିଙ୍ଗବାଡି ୨, ଚକାପାଦ ୧,ବାଲିଗୁଡା ୩ଜଣ ,ଜିଉଦୟଗିରିର ୧,କନୂଆଗାଁ ୨. କୋଟଗଡ ୫,ଫିରିଙ୍ଗି ଆ୧,ର।ଇକିଆ୧, ଟିକା ବାଲି ୩,ତୁମୁଡିବନ୍ଧ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ୧୦,୫୬୨ଜଣ କରେନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ । ୧୦୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୪୧୪ ଜଣ ରୋଗୀ ଏବେ ସଦର ମହକୁମାକୋଭିଡ଼ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନସିସିସିରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାଏ ୪୭ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi June 25, 2021 - 3:10 am

👍

Reply

Leave a Comment