Home Breaking News / ତାଜା ଖବର ସହିଦ ଚନ୍ଦ୍ରକାନ୍ତ ପ୍ରଥମ ଶାଦ୍ଧବାର୍ଷିକୀ: ଆଜି ବି ଝୁରି ହେଉଛନ୍ତି ସମସ୍ତେ

ସହିଦ ଚନ୍ଦ୍ରକାନ୍ତ ପ୍ରଥମ ଶାଦ୍ଧବାର୍ଷିକୀ: ଆଜି ବି ଝୁରି ହେଉଛନ୍ତି ସମସ୍ତେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଚାହୁଁ ଚାହୁଁ ବର୍ଷେ ବିତିଗଲା। ଏବେ ବି ବିଶ୍ୱାସ ହେଉନି ଯେ, ଚନ୍ଦ୍ରକାନ୍ତ ଆମ ଗହଣରେ ନାହିଁ ବୋଲି । ଠିକ ଗତ ବର୍ଷ ଆଜିର ଦିନରେ ଲଦାଖର ଗଲୱ। ନ ଉପତ୍ୟକାରେ ଡ୍ୟୁଟିରେ ଥିବାବେଳେ ଭାରତ -ଚିନ ସେନା ମଧ୍ୟରେ ମୁହାଁମୁହିରେ ଚନ୍ଦ୍ରକାନ୍ତ ସହିଦ ହୋଇଥିଲେ।
ଆଜି ସହିଦ ଚନ୍ଦ୍ରକାନ୍ତଙ୍କ ପ୍ରଥମଶ୍ରାଦ୍ଧବାର୍ଷିକୀ ।
ତାଙ୍କ ଗ୍ରାମ ରାଇକିଆ ବ୍ଳକ ଅନ୍ତର୍ଗତ ବିଅର ପାଙ୍ଗା ରେ ଆଜି ଗ୍ରାମବାସୀ ସାଙ୍ଗସାଥୀ ମିଶି କୋଭିଡ଼ ଗାଇଡଲାଇନ ମାନିପାଳନ କରୁଛନ୍ତି ଶ୍ରାଦ୍ଧବାର୍ଷିକ । ଏହି ଅବସରରେ ସହିଦଙ୍କ ସମାଧୀ ପୀଠରେ ବାପା କରୁଣାକର ପ୍ରଧାନ,ମା ବିଳାସିନୀ ପ୍ରଧାନ,ପତ୍ନୀ ଓ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ ସାଙ୍ଗସାଥୀ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍କୃତିଚାରଣ କରିଥିଲେ । ଚନ୍ଦ୍ରକାନ୍ତ ଦେଶ ମାତୃକାର ସେବାପାଇଁ ପ୍ରାଣବଳୀ ଦେଇଥିବାରୁ ସମସ୍ତେ ଗର୍ବିତ ବୋଲି କହିଥିଲେ।ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

related posts

1 comment

Deepak Kumar majhi June 25, 2021 - 3:13 am

👍

Reply

Leave a Comment