Home Breaking News / ତାଜା ଖବର ଗୋପବନ୍ଧୁ ଛକରେ ବାଇକ-ସ୍କୁଟି ଦୁର୍ଘଟଣା, ଜଣେ ଗୁରୁତର

ଗୋପବନ୍ଧୁ ଛକରେ ବାଇକ-ସ୍କୁଟି ଦୁର୍ଘଟଣା, ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ସ୍କୁଟି ଓ ବା ଇକ ମଧ୍ୟରେ ମୁହଁ । ମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବାବେଳେ ସ୍କୁଟି ଚାଳକ ଚିଣ୍ଟୁ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଉଭୟଆହତଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ଚିଣ୍ଟୁ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଚିଣ୍ଟୁ ପାଣ୍ଡେ ହେଉଛନ୍ତି ବରୀଷ୍ଠ ବିଜେପି ନେତ। ତଥା ପୁର୍ବ ତନନଗରପାଳ କମଳାକାନ୍ତ ପାଣ୍ଡେଙ୍କ ବଡ଼ ପୁଅ ବୋଲି ଜଣା ପଡିଛି । ଖବର ପାଇ ଫୁଲ ବାଣୀ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ସ୍କୁଟି ଜବତ କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି।

related posts

1 comment

Deepak Kumar majhi June 25, 2021 - 3:05 am

👍

Reply

Leave a Comment