Home Breaking News / ତାଜା ଖବର କୋଭିଡରେ ମୃତକ ପରିବାରକୁ ଭେଟିଲେ ବିଧାୟକ ସରୋଜ ମେହେର

କୋଭିଡରେ ମୃତକ ପରିବାରକୁ ଭେଟିଲେ ବିଧାୟକ ସରୋଜ ମେହେର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ସମୟରେ ପ୍ରାଣ ହରାଇଥିବା ପାଟଣାଗଡ଼ ଏନ ଏ ସିର ମୃତକ ପରିବାରକୁ ଆଜି ବିଧାୟକ ସରୋଜ ମେହେର ସହରର ପ୍ରତ୍ୟେକ ୱାର୍ଡ କୁ ଯାଇ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଆଜି ସକାଳୁ ବିଧାୟକ ମଞ୍ଜୁଳାତା ମେହେର ଗୋପାଳ ମେହେର ଚମରାମେହେର କବିଚନ୍ଦ୍ର ମେହେର ଲମ୍ବୋଦର ମେହେର ପ୍ରେମାନନ୍ଦ ମେହେର ବିଶାଖା ସା ମଣ୍ଡୁସା ଶ୍ରମତୀ ଆରାଧନା ଶର୍ମା ଶ୍ରମତୀ କୃଷ୍ନପ୍ରିୟ। ରାଓ ଶ୍ରମତୀ ସୁଦାମା ରାଓ ଖୀରୁ ରଣା ପାର୍ଥ ପାଣିଗ୍ରାହୀ ସୁନୀଲ ସାହୁ ନରୋତ୍ତମ ସାହୁ କୈଳାସ ଚନ୍ଦ୍ର ସାହୁ କିଶୋର ପରିଛା ଗୋପବନ୍ଧୁ ମେହେର ମିଳନ ସୁନା ବିଦ୍ୟାଧର ସିଂ ଜତିଶ ଖମାରୀ ଓ ଶ୍ରୀମତୀ ସରିତା ସୁବୁଦ୍ଧିଙ୍କ ଘରକୁ ଯାଇ ପରିବାରଙ୍କୁ ସମବେଦନା ଜଣାଇଥିଲେ। ବିଧାୟକ ଙ୍କ ସହ ସୁଜିତ ମେହେର ପ୍ରଫୁଲ ମେହେର ପିକୁ ପାଣିଗ୍ରାହୀ ପ୍ରମୋଦ ମେହେର ପରେସ ସାହୁ କାର୍ତିକ ଥନାପତି ରାମେଶଗୁର୍ଲ୍ଲ। ଭୋଳନାଥ ଓ ବିଜେଡି ମିଡିଆ ସେଲ ର ଦାଇତ୍ଵ ରେ ଥିବା ପ୍ରଦୀପ ମେହେର ପ୍ରମୁଖ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi June 23, 2021 - 11:44 am

👍

Reply

Leave a Comment