Home Breaking News / ତାଜା ଖବର ଫୁଲବାଣୀରୁ ଜଣେ ଜିଲ୍ଲାରୁ ୩୧ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ଜଣେ ଜିଲ୍ଲାରୁ ୩୧ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ବୁଧବାର ମୋଟ ୩୧ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରର ଭେଟେ ନାରି କଲୋନୀରୁ ମାତ୍ର ଜ6ଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲ ବାଣୀ ବ୍ଲକ୍ ରୁ୬ଜଣ , ତୁମୁଡ଼ିବନ୍ଧରୁ ୪, ଟିକାବାଲି ୧,କୋଟଗଡ ୩, ଫିରିଙ୍ଗିଆ ୩,ଖଜୁରୀପଡ଼ା ୧, ଦାରିଙ୍ଗବାଡି ୩, ଚକାପାଦ ୧,ବାଲିଗୁଡା ୩ଜଣ ,ଜିଉଦୟଗିରିର ୫କରେ । ନା ପଜିଟିଭ ମଧ୍ୟରୁ ୪ ଜଣ ଆରକେ ଡି କ୍ୟାମ୍ପରୁ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment