Home Breaking News / ତାଜା ଖବର ବିନା ପଞ୍ଜିକରଣରେ ୨୦୦ ଟିକାକରଣ

ବିନା ପଞ୍ଜିକରଣରେ ୨୦୦ ଟିକାକରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବର୍ତ୍ରା): କୋରନା ଦ୍ବୀତିୟ ଲହରି ଲୋକ ଙ୍କୁ ହନ୍ତ ସନ୍ତ କରିଥବା ବେଳେ ଏହାର ପ୍ରଭାବ ପାହାଡିଆ ଅଞ୍ଚଳ ରେ ବସବାସ କରୁଥିବା ଡଙ୍ଗରିଆ ମାନଙ୍କୁ ମଧ୍ୟ ବ୍ୟାପୁ ଥିବାରୁ ଜିଲ୍କା ପ୍ରସାସନ ତତ୍ପର ହୋଇ ଡଙ୍ଗରିଆ ଆଧିବାସି ମାନଙ୍କୁ ଆଜି ଭେକ୍ ସିନ ପ୍ରଥମ ଡୋଜ ଟିକାକରଣ କରାଯାଇଛି |ଏପରି ଏକ ଦ୍ରୁଶ୍ୟ ଦେଖିବାକୁ ମିଲିଛି ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତ ର ଖମ୍ବେସି ଠାରେ ମାନ୍ୟବର Sc st ମନ୍ତ୍ରି ଶ୍ରୀଯୁକ୍ତ ଜଗର୍ନାଥ ସାରାକା,ସଞ୍ଜୟ କୁମାର ଦାସ ବର୍ମା ରାଜ୍ୟ ଯୋଜନା ବୋଡ ଚେୟାର ମେନ ,ଜିଲ୍ଳା ପାଳ ଶ୍ରୀ S.K ମିଶ୍ର ,ରାୟଗଡା,ଶ୍ରୀ ବିବେକା ନନ୍ଦ ସର୍ମା (S.P)ରାୟଗଡା, ବିଷମକଟକ ବ୍କକ କୁର୍ଲୀ ପଞ୍ଚାୟତ ର ଖମ୍ବେସି ରେ ଉପସ୍ଥିତ ରହି ସେଠାରେ ବସବାସ କରୁଥିବା ଡଙ୍ଗରିଆ ଆଧିବାସି ମାନଙ୍କୁ କୋଭିଟ ସଚେତନ ର ପରାମର୍ଶ ଦେଇ ଗ୍ରାମ ର ପ୍ରତ୍ୟକ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି |ଏଵ° ଖମ୍ବେସି ଗ୍ରାମ ବାସି ଙ୍କୁ ବିନା ପଞ୍ଜିକରଣ ରେ ୨୦୦ ଲୋକ ଙ୍କୁ ପ୍ରଥମ ଡୋଜ ଭେକ୍ ସିନ ଟିକା କରଣ କରାଗଲା | ଜିଲ୍କା ପ୍ରସାସନ ଓ ମାନ୍ୟବର ମନ୍ତ୍ରି ଜଗର୍ନଥ ସାରାକା ଡଙ୍ଗରିଆ ମାନଙ୍କୁ ଟିକା କରଣ ସହିତ କୋଭିଟ ନିୟମ ପାଳନ କରିବାକୁ ପରାମର୍ଶ ଦେଇ ଥିବାରୁ ଜନ ସାଧାରଣ ଧନ୍ୟବାଦ ଗ୍ୟାଁପନ କରିଛନ୍ତି |

related posts

1 comment

Deepak Kumar majhi June 23, 2021 - 6:20 pm

👍

Reply

Leave a Comment