Home Breaking News / ତାଜା ଖବର ରୋଜଗାର କ୍ଷମ କରିବାକୁ ବିଧାୟକଙ୍କ ଆର୍ଥିକ ସହାୟତା

ରୋଜଗାର କ୍ଷମ କରିବାକୁ ବିଧାୟକଙ୍କ ଆର୍ଥିକ ସହାୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ(ସୌମ୍ୟରଂଜନ ରଥ): ଆଠଗଡ,ମିଶନ ଶକ୍ତି ଜରିଆରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ସ୍ୱାବଲାଂଭି ଏବଂ ରୋଜଗାର କ୍ଷମ କରିବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ଆଜି ଆଠଗଡ ବ୍ଳକ ପରିସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୋଭିଡ ସମୟରେ ନିଜକୁ ରୋଜଗାର କ୍ଷମ କରିବା ନିମନ୍ତେ ପଚାଷ ଟି ସ୍ଵଂୟ ସହାୟକ ଗୋଷ୍ଠୀକୁ ପଚିଶଲକ୍ଷ୍ୟରୁ ଅଧିକ ଟଙ୍କା ଆର୍ଥିକ ସହାୟତା କରିଛନ୍ତି, ଅନ୍ୟ ପକ୍ଷରେ ପୋଷଣ କାର୍ଯ୍ୟକ୍ରମ ଜରିଆରେ ଆଠଗଡ ବ୍ଳକର ସମସ୍ତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ମୋବାଇଲ, ପାୱାରବ୍ୟାଙ୍କ ସହିତ କାର୍ଯ୍ୟକ୍ରମକୁ ସୁଚାର ରୂପେ କାର୍ଯ୍ୟକ୍ଷମ କରିବା ପାଇଁ କହିଛନ୍ତି

related posts

1 comment

Deepak Kumar majhi June 23, 2021 - 6:26 pm

👍

Reply

Leave a Comment