Home Breaking News / ତାଜା ଖବର ପାଣିରେ ବୁଡ଼ି ଶିଶୁର ମୃତ୍ୟୁ

ପାଣିରେ ବୁଡ଼ି ଶିଶୁର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବୁଧବାରକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃ ତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଯେ ଗ୍ରାମର ଗ୍ରାମ ସାଥି ବିରାଜ କହଁରଙ୍କ ୩ ବର୍ଷର ସାନ ପୁଅ ତାର ମା ଜମଲିନିଙ୍କ ସହ ବିଲକୁ ଯାଇଥିଲା ।
ମା କାମକରୁଥିବାବେଳେ ଶିଶୁଟି ଜମି ହୁଡା।ରେ ଖେଳୁଥିଲା ଆଉ ଖେଳୁଖେଳୁ ଖାତ ଭିତରେ ପଡିଯାଇଥିଲା। ଦେଖିବାପରେ ମା ଓ ଅନ୍ୟମାନେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

related posts

1 comment

Deepak Kumar majhi June 23, 2021 - 6:29 pm

👍

Reply

Leave a Comment